ବ୍ୟବସାୟ ଓ ଅର୍ଥନୀତି

ପୂରା ୨୦% ପର୍ଯ୍ୟନ୍ତ ବଢ଼ାଇପାରିବେ ମୋଟରସାଇକେଲର ମାଇଲେଜ୍‌, କେବଳ ମାନିବାକୁ ପଡିବ ଏହି ସହଜ ଟିପ୍ସ

ଶୀତ ଋତୁରେ ମୋଟର ସାଇକେଲର ମାଇଲେଜକୁ ନେଇ ସମସ୍ୟା ଦେଖାଯାଇଥାଏ। ଯେମିତି ଯେମିତି ଥଣ୍ଡା ବଢ଼େ ମାଇଲେଜ୍‌ କମ୍‌ ହେବାକୁ ଲାଗିଥାଏ। ଲଗାତର ପେଟ୍ରୋଲର ଦର ବଢ଼ୁଥିବା କାରଣରୁ ବାଇକ ଚଲାଇବା ଦ୍ୱାରା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ। ଆପଣ ବି ଯଦି ଏହି ସମସ୍ୟାରେ ଚିନ୍ତିତ ଅଛନ୍ତି ଏବଂ ନିଜ ମୋଟରସାଇକେଲରେ କମ୍‌ ଦେଖାଉଥିବା ମାଇଲେଜକୁ ପୁର୍ନବାର ପୂର୍ବଭଳି କରିବାକୁ ଚାହୁଁଛନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ମୋଟରସାଇକେଲର ମାଇଲେଜ୍‌ ବଢ଼ାଇବାର ସହଜ ଟିପ୍ସ ଜଣାଇବୁ, ଯାହା ଆପଣଙ୍କୁ ବହୁତ ପସନ୍ଦ ଆସିବ।

ପେଟ୍ରୋଲ କ୍ୱାଲିଟୀ ଉପରେ ରଖନ୍ତୁ ଧ୍ୟାନ

ବହୁତ ଲୋକ ଏହା ବିଷୟରେ ଜାଣିନାହାଁନ୍ତି, କିନ୍ତୁ ପେଟ୍ରୋଲ କ୍ୱାଲିଟୀର ପ୍ରଭାବ ମାଇଲେଜ୍‌ ଉପରେ ପଡିଥାଏ। ଅନେକ ଥର ବ୍ୟସ୍ତତା ଭିତରେ ଏଣୁତେଣୁ ପେଟ୍ରୋଲ ପକାଇ ଦିଅନ୍ତି। କିନ୍ତୁ ଏମିତି କରିବା ଦ୍ୱାରା ଆପଣଙ୍କ ଇଞ୍ଜିନ ଉପରେ ପ୍ରଭାବ ପଡିଥାଏ। ସେଥିପାଇଁ ଆପଣଙ୍କୁ କ୍ୱାଲିଟୀ ଯୁକ୍ତ ପେଟ୍ରୋଲ ଭରିବା ଉଚିତ।

ଓଭର ସ୍ପିଡିଙ୍ଗ୍‌

ଯଦି ଆପଣ ଓଭର ସ୍ପିଡିଙ୍ଗ୍‌ କରୁଛନ୍ତି, ତାହେଲେ ଏହି ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ। କାହିଁକିନା ଅଧିକ ସ୍ପିଡରେ ବାଇକ୍‌ ଚାଲିଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୋଇଥାଏ। ଏମିତିରେ ଆପଣ ଆବଶ୍ୟକ ଅନୁଯାୟୀ ସ୍ପିଡ ବଢ଼ାନ୍ତୁ।

ଥଣ୍ଡାରେ ପାର୍କିଙ୍ଗ୍‌

ଯଦି ଆପଣ ଖୋଲାରେ ନିଜ ବାଇକ୍‌ କିମ୍ବା ସ୍କୁଟିକୁ ପାର୍କ କରୁଛନ୍ତି, ତାହେଲେ ଯେତେବେଳେ ଆପଣ ୟାକୁ ଷ୍ଟାର୍ଟ କରିବା ପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ। ଏମିତିରେ ତେଲ ଅଧିକ ବ୍ୟବହାର ହୋଇଥାଏ।

ଗିୟର ସିଫ୍ଟିଙ୍ଗ୍‌

ଯଦି ଆପଣ ଫ୍ରିକ୍ୱେଣ୍ଟ ସିଫ୍ଟିଙ୍ଗ କରୁଛନ୍ତି, ତେବେ ସବୁବେଳେ ଧ୍ୟାନ ରଖନ୍ତୁ ଏହାଦ୍ୱାରା ମାଇଲେଜ୍‌ ବହୁତ କମ୍‌ ହୋଇଯାଇଥାଏ। ଇଞ୍ଜିନ ମଧ୍ୟ ବହୁତ ଗରମ ହୋଇଥାଏ। ମାଇଲେଜ୍‌ ବଢ଼ାଇବାର ଅଛି ତ ଆପଣଙ୍କୁ କେବଳ ଆବଶ୍ୟକ ଅନୁଯାୟୀ ବାଇକର ଗିୟର ବଦଳାଇବାକୁ ପଡିବ।

Pritiparna

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

4 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

15 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

23 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

39 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

48 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

56 mins ago