କେବଳ ୭୫ ଟଙ୍କାରେ Jio ଦେଉଛି ଅନ୍‌ଲିମିଟେଡ କଲ୍‌, ଡାଟା ଓ ଭାଲିଡିଟି ପୁରା ୨୩ ଦିନ

ରିଲାଏନ୍ସ Jio ଆଣିଛି ଏକ ସୁନ୍ଦର ପ୍ଲାନ, ଯେଉଁଥିରେ ଆପଣ ୨୩ ଦିନ ଯାଏ ଭାଲିଡିଟି ପାଇ ପାରିବେ । Jio ନିଜର 4G ଗ୍ରାହକଙ୍କ ପାଇଁ କମ୍‌ ଦାମରେ ଅନଲିମିଟେଡ ଭଏସ କଲ୍‌ ଅଫର ବାଲା ରିଚାର୍ଜ ନେଇକରି ଆସିଛି । ରିଲାଏନ୍ସ ଜିଓ ଫୋନ୍‌ ଗ୍ରାହକଙ୍କୁ କମ୍ପାନୀ ନ୍ୟୁନତମ ୭୫ ଟଙ୍କାରେ ପ୍ଲାନ ଅଫର କରୁଛି । ଆସନ୍ତୁ ଜାଣିବା ଜିଓର ସବୁଠୁ ୩ ଶସ୍ତା ପ୍ଲାନ ।

୭୫ ଟଙ୍କା ବାଲା ଜିଓ ପ୍ଲାନ୍‌

ରିଲାଏନ୍ସ ଜିଓ ୭୫ ଟଙ୍କାରେ ୨୩ ଦିନର ପ୍ରିପେଡ ଭାଲିଡିଟି ଦେଉଛି । ଏହି ପ୍ୟାକ୍‌ରେ ୧୦୦ ଏମ୍‌ବି ଡାଟା ପ୍ରତିଦିନ ମିଳିଥାଏ । ଏହାଛଡ଼ା ୨୦୦ ଏମବି ଡାଟା ପ୍ଲାନ ମଧ୍ୟ ଏହି ପ୍ଳାନରେ ମାଗଣା ମିଳୁଛି । ଅର୍ଥାତ ଗ୍ରାହକ ମୋଟ୍‌ ୨.୫ ଜିବି ଡାଟା ଫ୍ରିରେ ପାଉଛନ୍ତି । ଜିଓ ଗ୍ରାହକ ଏହି ପ୍ଲାନରେ ଅନଲିମିଟେଡ ଭଏସ କଲର ଲାଭ ନେଇପାରିବେ । ଏହି ପ୍ୟାକରେ ୫୦ ଏସଏମଏସ୍‌ ଅଫରର ମଧ୍ୟ ମିଳୁଛି ।

୯୧ ଟଙ୍କାର ଜିଓ ପ୍ଲାନ

ରିଲାଏନ୍ସ ଜିଓ ୯୧ ଟଙ୍କାରେ ୨୮ ଦିନର ପ୍ରିପେଡ ଭାଲିଡିଟି ଦେଉଛି । ଏହି ପ୍ୟାକ୍‌ରେ ୧୦୦ ଏମ୍‌ବି ଡାଟା ପ୍ରତିଦିନ ମିଳିଥାଏ । ଏହାଛଡ଼ା ୨୦୦ ଏମବି ଡାଟା ପ୍ଲାନ ମଧ୍ୟ ଏହି ପ୍ଳାନରେ ମାଗଣା ମିଳୁଛି । ଅର୍ଥାତ ଗ୍ରାହକ ମୋଟ ୩ ଜିବି ଡାଟା ପାଉଛନ୍ତି । ଜିଓ ଗ୍ରାହକ ଏହି ପ୍ଲାନରେ ଅନଲିମିଟେଡ ଭଏସ କଲର ଲାଭ ନେଇପାରିବେ । ଏହି ପ୍ୟାକରେ ୫୦ ଏସଏମଏସ୍‌ ଅଫରର ମଧ୍ୟ ମିଳୁଛି । ଏହାଛଡା ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୋରିଟି ଓ ଜିଓ କ୍ଳାଉଡ ମଧ୍ୟ ମିଳୁଛି ।

୧୨୫ ଟଙ୍କାର ଜିଓ ପ୍ଲାନ୍‌

ରିଲାଏନ୍ସ ଜିଓ ୯୧ ଟଙ୍କାରେ ୨୩ ଦିନର ପ୍ରିପେଡ ଭାଲିଡିଟି ଦେଉଛି । ଏହି ପ୍ୟାକ୍‌ରେ ୦.୫ ଜିବି ଡାଟା ପ୍ରତିଦିନ ମିଳିଥାଏ । ଏହାଛଡ଼ା ୨୦୦ ଏମବି ଡାଟା ପ୍ଲାନ ମଧ୍ୟ ଏହି ପ୍ଳାନରେ ମାଗଣା ମିଳୁଛି । ଅର୍ଥାତ ଗ୍ରାହକ ମୋଟ ୧୧.୫ ଜିବି ଡାଟା ପାଉଛନ୍ତି । ଜିଓ ଗ୍ରାହକ ଏହି ପ୍ଲାନରେ ଅନଲିମିଟେଡ ଭଏସ କଲର ଲାଭ ନେଇପାରିବେ । ଏହି ପ୍ୟାକରେ ୩୦୦ ଏସଏମଏସ୍‌ ଅଫରର ମଧ୍ୟ ମିଳୁଛି । ଏହାଛଡା ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୋରିଟି ଓ ଜିଓ କ୍ଳାଉଡ ମଧ୍ୟ ମିଳୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.