CISF ରେ ଖାଲିପଡିଛି ୬୯୦ ପଦବୀ, ଏଠାରେ ଜାଣନ୍ତୁ କେମିତି କରିବେ ଆବେଦନ

କେନ୍ଦ୍ରୀୟ ଉଦ୍ଯୋଗିକ ସୁରକ୍ଷା ବଳ (ସିଆଇଏସଏଫ), ଏଏସଆଇ ଅଧିନରେ ୬୯୦ ପଦବୀ ଖାଲି ପଡିଛି। ଯୋଗ୍ଯ ପ୍ରାର୍ଥୀ ଅଫିସିଆଲ ୱେବସାଇଟ https://www.cisf.gov.in/ କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଅନଲାଇନ ଆବେଦନ କରିବାର ଶେଷ ତାରିଖ ୫ ଫେବ୍ରୁଆରୀ ୨୦୨୧ ରହିଛି।
ଏହି ନିଯୁକ୍ତି କନେଷ୍ଟବଳ, ଜିଡି କନେଷ୍ଟବଳ ଏବଂ ଟ୍ରେଡସମ୍ଯାନ ଚାକିରି ପାଇଁ ରହିଛି। ଅଧିକ ବିବରଣୀ ପାଇଁ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ବିବରଣୀ ପ୍ରାପ୍ତ କରିପାରିବେ।
ଜରୁରୀ ତାରିଖ: ଅନଲାଇନ ଆବେଦନ କରିବାର ତାରିଖ ୪ ଜାନୁଆରୀରୁ ଆରମ୍ଭ ହୋଇଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୫ ଜାନୁଆରୀ ରହିଛି।
ଶିକ୍ଷାଗତ ଯୋଗ୍ଯତା: ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ଯତାପ୍ରାପ୍ତ ୟୁନିଭରସିଟି ଗ୍ରାଜୁଏସନ ଡିଗ୍ରୀ ରହିଥିବା ଆବଶ୍ଯକ।
ବୟସ: ପ୍ରାର୍ଥୀଙ୍କ ବୟସ ୩୫ ବର୍ଷ ହୋଇଥିବା ଯୋଗ୍ଯତା।
ଚୟନ ପ୍ରକ୍ରିୟା: ଏହି ପଦବୀରେ ଚୟନ ପାଇଁ ଲିଖିତ ପରୀକ୍ଷା, ଫିଜିକାଲ ଟେଷ୍ଟ, ମେଡିକାଲ ଟେଷ୍ଟ ଏବଂ ଡକ୍ଯୁମେଣ୍ଟ ଭେରିଫିକେସନ ପରେ କରାଯିବ।
ଏମିତି କରନ୍ତୁ ଆବେଦନ: ଆବେଦନ କରିବା ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟ୍କୁ ଯାଆନ୍ତୁ। ତା’ ପରେ ଆଡମିଟ ଆପ୍ଲାଏ ଲିଙ୍କରେ କ୍ଲିକ କରନ୍ତୁ। ଏବେ ପର୍ସନାଲ ଡିଟେଲ୍ସ ଦିଅନ୍ତୁ। ଶେଷରେ ଫର୍ମ ଫିସ୍ ଜମା କରି ନିଜ ପାଖରେ ଏକ ଫଟୋକପି ରଖନ୍ତୁ।