କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ, ଟ୍ରେନ୍‌ ପରେ ଘରୋଇ ବିମାନ ସେବା ଉପରେ ଲାଗିଲା ବ୍ରେକ୍‌

କେନ୍ୟଜ୍(ବ୍ୟୁରୋ):  କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ । ଟ୍ରେନ୍‌ ପରେ ଘରୋଇ ବିମାନ ସେବା ଉପରେ ଲାଗିଲା ବ୍ରେକ୍‌ । ଆସନ୍ତାକାଲି ରାତି ୧୨ଟା ପରେ ଘରୋଇ ବିମାନ ସେବା ରଦ୍ଦ କରାଯାଇଛି । ଅର୍ଥାତ ୨୫ ତାରିଖରୁ ଘରୋଇ ବିମାନ ଚଳାଚଳ ବନ୍ଦ ରହିବ । ତେବେ କୋର୍ଗୋ ବିମାନ ଉଡ଼ାଣ ଉପରେ କୌଣସି ପ୍ରତିବନ୍ଧକ ଲାଗିବ ନାହିଁ । ଦେଶରେ ପ୍ରତିଦିନ ୬ ହଜାର ୫ଶହ ଘରୋଇ ବିମାନ ଉଡ଼ାଣ କରୁଛି । ପ୍ରତିବର୍ଷ ୧୪୪ ମିଲିୟନରୁ ଅଧିକ ଲୋକ ଯାଆସ କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.