ବ୍ୟବସାୟ ଓ ଅର୍ଥନୀତି

ମାତ୍ର ଏତିକି ବର୍ଷ ଜମା କରନ୍ତୁ PF ରେ ଟଙ୍କା, ପରେ ଜୀବନସାରା ପାଇବେ ମାଗଣା ପେନସନ, ଜାଣନ୍ତୁ ଏହି ଅଫର ସମ୍ପର୍କରେ..

ପ୍ରାଇଭେଟ ସେକ୍ଟରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ପେନସନ ପାଇବାର ସବୁଠୁ ଭଲ ମାଧ୍ୟମ ହୋଇଥାଏ ପ୍ରୋଭିଡେଣ୍ଟ ଫଣ୍ଡ। କାହିଁକି ନା ଏହି ଯୋଜନାରେ ଆପଣଙ୍କୁ ପେନସନ ପାଇଁ ଏକ ଟଙ୍କା ବି ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣ ଯେଉଁ ସଂସ୍ଥାରେ କାମ କରୁଥିବେ ତାଙ୍କ ଦ୍ୱାରା ଆପଣଙ୍କ ପେନସନ ପାଇଁ ଟଙ୍କା ଦିଆଯାଏ। କାରଣ ଆପଣ ଯେଉଁ ୧୨% ପିଏଫ ଡିଡକ୍ଟ କରିଥାନ୍ତି ତାହା ପିଏଫ ଖାତାରେ ଜମା ହୋଇଥାଏ। ସେମିତି ଯେଉଁ କମ୍ପାନୀ ୧୨% ଆମାଉଣ୍ଟ ଜାମ କରିଥାଏ ସେଥିରେ ଅଧିକତମ ଭାଗ ପେନସନ ଖାତାରେ ଜମା ହୋଇଥାଏ। କିନ୍ତୁ ଏହା ସମସ୍ତଙ୍କ ଖାତାଧାରକଙ୍କୁ ମିଳିନଥାଏ। ଏଥିପାଇଁ କିଛି ମାନଦଣ୍ଡ ରହିଛି। ଯାହାକୁ ପୁରା କରିବାକୁ ପଡ଼ିଥାଏ।

ଆଜି ଜାଣନ୍ତୁ ପିଏଫ ପେନସନ ପାଇବାର ଅସଲ ଅଧିକାରୀ କିଏ..
-ଏଥିପାଇଁ ପ୍ରଥମ ସର୍ତ୍ତ ଏହା ରହିଛି ଯେ ଆପଣ ଇପିଏଫଓ ର ସଦସ୍ୟ ହୋଇଥିବା ଦରକାର।
-ଏହାବ୍ୟତିତ ଆପଣ ଯେକୌଣସି କମ୍ପାନୀରେ ୧୦ ବର୍ଷ ପର୍ଯ୍ୟନ୍ତ କାମ କରିଥିବା ଜରୁରୀ। ଏମିତିରେ ଜରୁରୀ ନୁହେଁ ଯେ ଆପଣ ୧୦ ବର୍ଷ କୌଣସି ଗୋଟିଏ କମ୍ପାନୀରେ କାମ କରିଥିବେ। ଆପଣ ଅଲଗା କମ୍ପାନୀରେ କାମ କଲେ ମଧ୍ୟ ଏହାର ଫାଇଦା ଉଠାଇପାରିବେ। କାମ କରିବାର ସମୟ ୧୦ ବର୍ଷ ହୋଇଥିବା ଜରୁରୀ।
-ପେନସନ ପାଇବା ପାଇଁ ଦୁଇଟି ବିକଳ୍ପ ରହିଛି। ପ୍ରଥମ ରେ ଆପଣ ଙ୍କ ବୟସ ୫୮ ବର୍ଷ ହୋଇସାରିଛି ଦ୍ୱିତୀୟରେ ୫୦ ବର୍ଷ ବୟସ ପରେ .. କିନ୍ତୁ ମନେ ରଖନ୍ତୁ ଯେ ଏଥିପାଇଁ ଆପଣଙ୍କୁ ଫର୍ମ ୧୦ଡି ଭରିବାକୁ ହେବ। ୫୦ ବର୍ଷ ପରେ ପେନସନ ନେଲେ ଏହା କମ ମିଳିଥାଏ।

-କମର୍ଚାରୀଙ୍କ ମୃତ୍ୟୁ ପରେ ପେନସନ ପରିବାର ଲୋକଙ୍କୁ ମିଳିଥାଏ। କିନ୍ତୁ ଏହାର ଆମାଉଣ୍ଟରେ ପରିର୍ତ୍ତନ ଆସିଥାଏ।
-ଆପଣ ଚାହୀଁଲେ ୬୦ ବର୍ଷ ପରେ ମଧ୍ୟ ପେନସନ ପାଇପାଇପାରିବେ। ଏମିତିରେ ବାର୍ଷିକ ୪% ହାରରେ ପେନସନ ମିଳିବ।
ପିଏଫ ଖାତାରେ ଏମ୍ପଲୟିଙ୍କ ବେସକି ସାଲେରୀ ଓ ଡିଏ ର ୧୨% ଜମା ହୋଇଥାଏ। କର୍ମଚାରୀଙ୍କ ଯୋଗଦାନ ମଧ୍ୟ ଏତିକି ହୋଇଥାଏ। ନିଯୁକ୍ତ କର୍ତ୍ତାଙ୍କ କଣ୍ଟି୍ରବ୍ୟୁସନ ମଧ୍ୟ ଏିତିକି ହୋଇଥାଏ। ଏହାର ଏକ ଅଂଶ ଇପିଏସ୍‌ ମାନେ ପେନସନ ଫଣ୍ଡରେ ଜମା ହୋଇଥାଏ। ପେନସନ ପାଇଁ ୮.୩୩% କଣ୍ଟ୍ରିବ୍ୟୁସନ ଜମା ହୋଇଥାଏ। କମ୍ପାନୀ ତରଫରରୁମିଳଉଥିବା ପିଏଫରେ ଅଧିକତମ ସୀମା ୧୫ହଜାର ଟଙ୍କା ହୋଇଥାଏ। ଏମିତିେୀ ପେନସନ ଫଣ୍ଡରେ ପ୍ରତି ମାସରେ ଅଧିକତମ ଭାବେ ୧୨୫୦ ଟଙ୍କା ଜମା ହୋଇଥାଏ।

ନିୟମ ଅନୁସାରେ କୌଣସି କର୍ମଚାରୀଙ୍କ ବେସିକ ସାଲେରୀ ୧୫ ହଜାର ଟଙ୍କା କିମ୍ବା ତାଠାରୁ ଅଧିକ ଥାଏ ତେବେ ପେନସନ ଫଣ୍ଡରେ ୧୨୫୦ ଟଙ୍କା ଜମା ହେବ। ଯଦି ବେସିକ ସାଲେରୀ ଓ ଡିଏ ୧୦ ହଜାର ଟଙ୍କା ତେବେ ଯୋଗଦାନ ୮୩୩ ଟଙ୍କା ହୋଇଥାଏ। ସାଧାରଣ ଭାଷାରେ କହିବାକୁ ଗଲେ ଯେତିକି ଆପଣ ବେସିକ ସାଲେରି ଓ ଡିଏ ହେବ ତାହାର ୮.୩୩% ଭାଗ ପେନସନ ଖାତାରେ ଆସିବ। ଏମିତିରେ ରିଟାୟରମେଣ୍ଟ ପରେ କର୍ମଚାରୀ ନିୟମ ଅନୁସାରେ ୭,୫୦୦ ଟଙ୍କା ପେନସନ ପ୍ରାପ୍ତ ହେବ।

D Sonali

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

28 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

35 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago