ବଢ଼ିଲା ଇପିଏଫ୍‌ ସୁଧ ଦର, କେତେ ହେଲା ଜାଣନ୍ତୁ

ନୂଆଦିଲ୍ଲୀ : ବଢ଼ିଲା ଇପିଏଫ୍‌ଓ ସୁଧ ଦର । ବେସରକାରୀ କର୍ମଚାରୀମାନଙ୍କୁ ୨୦୧୮-୧୯ରେ ୮.୬୫ ପ୍ରତିଶତ ସୁଧ ଦେବାକୁ ଇପିଏଫ୍‌ଓ ସ୍ଥିର କରିଥିଲା । ଏହାକୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ମଞ୍ଜୁର କରିଛି । ୨୦୧୭-୧୮ରେ ସୁଧ ଦର ୮.୫୫ ଥିଲା । ଫଳରେ ବେସରକାରୀ କ୍ଷେତ୍ରରେ କାମ କରୁଥିବା ପ୍ରାୟ ୬ କୋଟି କର୍ମଚାରୀ ଲାଭବାନ୍‌ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.