କମିଲା କର୍ମଚାରୀ ଭବିଷ୍ୟନିଧି-EPF ସୁଧ ହାର, ୨୦୧୯-୨୦ ବର୍ଷ ପାଇଁ ୮.୫୦ ପ୍ରତିଶତକୁ ଖସିିଲା

ନୂଆଦିଲ୍ଲୀ: କମିଲା କର୍ମଚାରୀ ଭବିଷ୍ୟନିଧି- EPF ସୁଧ ହାର। ୨୦୧୯-୨୦ ବର୍ଷ ପାଇଁ EPF ସୁଧ ହାର ୮.୫୦ ପ୍ରତିଶତକୁ ଖସିିଲା । ୨୦୧୮-୧୯ରେ ଇପିଏଫ ସୁଧହାର ଥିଲା ୮.୬୫%। ଇପିଏଫଓ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ସୂଚନା ଦେଇଛନ୍ତି। ଏହାଦ୍ୱାରା ୬୦ ନିୟୁତରୁ ଅଧିକ ପିଏଫ ଉପଭୋକ୍ତା ପ୍ରଭାବିତ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.