ସରକାରୀ ଚାକିରିର ଇଛା ରଖିଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, EPFO ରେ ନିଯୁକ୍ତି ଜାରି

ସରକାରୀ ଚାକିରିରେ ନିଯୁକ୍ତି ପାଇଁ ଇଛା ରଖିଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ, ଭାରତ ସରକାର ପକ୍ଷରୁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ରେ ଆସିଷ୍ଟାଣ୍ଟ ଡାଇରେକ୍ଟର (ଭିଜିଲାନ୍ସ) ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକାଶ ପାଇଛି। ଇଛୁକ ଆବେଦନକାରୀ ନିଯୁକ୍ତି ପାଇବା ସ୍ଥାନ ଦେଖି ଆବେଦନ କରିପାରିବେ।
ଜରୁରୀ ତାରିଖ:
ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ: ୧୮ ସେପ୍ଟେମ୍ବର ୨୦୨୦
ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୦୨ ନଭେମ୍ବର ୨୦୨୦
ପଦବୀ ନାମ ଏବଂ ପଦ ସଂଖ୍ୟା:
ଆସିଷ୍ଟାଣ୍ଟ ଡାଇରେକ୍ଟର (ଭିଜିଲାନ୍ସ): ୨୫
ପୋଷ୍ଟିଂ ସ୍ଥାନ:
ହେଡ୍ ଅଫିସ (ଦିଲ୍ଲୀ): ୦୫ ପଦ
ନର୍ଥ ଜୋନ୍ (ଦିଲ୍ଲୀ): ୦୬ ପଦ
େଓ୍ଵଷ୍ଟ ଜୋନ୍ (ମୁମ୍ବାଇ): ୦୫ ପଦ
ଏସଜେଡ (ହାଇଦ୍ରାବାଦ): ୦୫ ପଦ
ଇଷ୍ଟ ଜୋନ୍ (କୋଲକାତା): ୦୬ ପଦ
ଏପରି କରନ୍ତୁ ଆବେଦନ:
ଇଛୁକ ଆବେଦନକାରୀ େଓ୍ଵବସାଇଟ୍ https://www.epfindia.gov.in/site-en/index.php ମାଧ୍ୟମରେ ୦୨ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନ କରିବା ପୂର୍ବରୁ ଜାରି କରାଯାଇଥିବା ସମସ୍ତ ସୂଚନାକୁ ଭଲଭାବେ ପଢି ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ।