ଫ୍ଳିପକାର୍ଟର ଏହି ସେଲରେ ଶସ୍ତା ଦାମରେ ମିଳୁଛି ଦାମିକିଆ AC, ଶୀଘ୍ର କିଣନ୍ତୁ

ଖରା ଦିନ ଆରମ୍ଭ ହେଲାଣି। ଆଉ ଏହାରି ମଧ୍ୟରେ ସମସ୍ତେ ଗରମରୁ ରକ୍ଷା ପାଇବା ପାଇଁ ଏସି ଆଉ କୁଲର ଉପରେ ନିର୍ଭ କରୁଛନ୍ତି । ତେବେ ଅନେକ ଅଛନ୍ତି ଏସବୁ ର ଦାମ ଅଧିକ ହେବା କାରଣରୁ କିଣିବାକୁ ପସନ୍ଦ କରୁନଥିବା ବେଳେ ଏଭଳି ଗ୍ରାହକଙ୍କୁ ଖୁସି କଲା ଭଳି ଅଫର ନେଇ ଆସିଛି ଫ୍ଲିପକାର୍ଟ।

ଫ୍ଳିପକାର୍ଟର ଏବେ କୁଲିଂ ଡେଜ୍‌ ସେଲ ୨୨ ମାର୍ଚ୍ଚରୁ ଆରମ୍ଭ ହୋଇସାରିଛି। ଆଉ ଏହି ସେଲର ଶେଷ ତାରିଖ ହେଉଛି ୨୬ ମାର୍ଚ୍ଚ। ସେଲର ଟାଇଟେଲ ରହିଛି price drop in inverter ACs ରଖାଯାଇଛି। ଏହି ଅଫରରେ ଇନଭର୍ଟର ଏସିକୁ ଖୁବ କମ ଦାମରେ ସେଲ କରାଯାଉଛି। ଯଦି ଆପଣ ଏସି କିଣିବାକୁ ଇଚ୍ଛୁକ ତେବେ ଜଲଦି ଯାଆନ୍ତୁ। ଆଉ ଏହି ସୁଯୋଗର ଫାଇଦା ଉଠାନ୍ତୁ।

ଏହି ସେଲ ଅଫରରେ ଏସିର ପ୍ରାରମ୍ଭିକ ଦାମ ରହିଛି ୨୦,୪୯୦ ଟଙ୍କା। ଏହାବ୍ୟତିତ ପ୍ରିପେଡ ଅନ୍ତର୍ଗତ ୧୫୦୦ ଟଙ୍କାର ଏକ୍ସଟ୍ରା ଛାଡ ମଧ୍ୟ ମିଳିବ। ଆଉ ଯଦି ଆପଣ ଏଚଡିଏଫସି ବ୍ୟାଙ୍କ ଜରିଆରେ କିଣୁଛନ୍ତି ତେବେ ୧୦% ଡିସକାଉଣ୍ଟ ମିଳିବ। ଏହି ଲିଷ୍ଟରେ ଅଛି ବ୍ରାଣ୍ଡେଡ ଏସି କମ୍ପାନୀ, ଜାଣିନିଅନ୍ତୁ:

Voltas 1.5 Ton 3 Star Split Inverter AC:
ଏହା ୩ ଷ୍ଟାର BEE ରେଟିଂ ୨୦୨୨ ସହ ବଜାରକୁ ଆସିଛି। ଏହା ୧୫% ର ଏନର୍ଜି ବଞ୍ଚାଇଥାଏ। ଏଥିରେ ଅଟୋ ରିଷ୍ଯାର୍ଟ ଏବଂ ସ୍ଲିପ ମୋଡ ମଧ୍ୟ ଦିଆଯାଇଛି। ଏହି ଏସିର ପ୍ରକୃତ ଦାମ ହେଉଛି ୬୧,୯୯୦ ଟଙ୍କା। କିନ୍ତୁ ୪୬% ଡିସକାଉଣ୍ଟ ପରେ ଏହାର ଦାମ ହେବ ୩୨,୯୯୯ ଟଙ୍କା। ଏହା ସହ ସେଲରେ ୧ ବର୍ଷର କମ୍ପ୍ରିଏସିବ ଓ୍ଵାରେଣ୍ଟି ମଧ୍ୟ ଦିଆଯାଇଛି। ମାନେ ୫ ବର୍ଷର କମ୍ପ୍ରେସର ଓ୍ଵାରେଣ୍ଟି ଦିଆଯିବ।

Blue Star 0.8 Ton 3 Star Split Inverter AC:
ଏହା 55db ନାଇସ୍‌ ଲେଭଲ ଏବଂ ପାଓ୍ଵର କପର କଣ୍ଡିସର କଏଲ ସହ ବଜାରକୁ ଆସିବ। ଏହାର ଦାମ ରହିଛି ୩୭,୫୦୦ ଟଙ୍କା ।କିନ୍ତୁ ୨୫% ଛାଡ ପରେ ଏହା ଗ୍ରାହକଙ୍କୁ ୨୭,୯୯୦ ଟଙ୍କାରେ ଉପଲବ୍ଧ ହେବ। ଏହା ଉପରେ ୧ ବର୍ଷର ପ୍ରଡକ୍ଟ ଗ୍ୟାରେଣ୍ଟି ଏବଂ ୧୦ ବର୍ଷର କମ୍ପ୍ରେସର ଓ୍ଵାରେଣ୍ଟି ମିଳିବ।

Whirlpool 1.5 Ton 5 Star Split Inverter AC :
ଏହା କଣ୍ଡେସର କଏଲ କପରରେ ଆସିଥାଏ। ଏହାର ପାଓ୍ଵାର କଞ୍ଜପସନ 1325W ର ରହିଛ ି। ଏହା ନଏଜ ଲେଭଲ 35dbର ରହିଛି। ଏଥିରେ ଓ୍ଵାଇଫାଏ ଏନବଲ ମଧ୍ୟ ରହିଛ ି। ଏହାର ଦାମ ରହିଛି ୭୪,୭୦୦ ଟଙ୍କା। ୪୬% ଛାଡ ପରେ ଏହାର ଦାମ ରହିବ ୩୯,୯୯୦ ଟଙ୍କା । ଏଥିରେ ୧ ବର୍ଷର ଓ୍ଵାରେଣ୍ଟି ମିଳୁଛି।

IFB 1.5 Ton 5 Star Split Dual inverter AC:
ଏହାର ପାଓ୍ଵାର କଞ୍ଜପସନ୍‌ 1370w। ଏହାର ନଏଜ ଲେଭଲ 35db । ଏହାର ପ୍ରକୃତ ଦାମ ୫୦,୯୯୦ ଟଙ୍କା କିନ୍ତୁ ୨୫% ଛାଡ ପରେ ଏହାର ଦାମ ୩୭,୯୯୦ ଟଙ୍କା ହୋଇଯିବ। ଯାହାକୁ ଆପଣ ଆରାମରେ କିଣିପାରିବେ।

Leave A Reply

Your email address will not be published.