GAIL ରେ ଚାକିରି କରିବାକୁ ଚାହୁଁଥିଲେ ଆଜି ହିଁ କରନ୍ତୁ ଆବେଦନ, ବିନା ପରୀକ୍ଷାରେ ମିଳିବ ଚାକିରି

ଗେଲ୍‌ (GAIL) ଲିମିଟେଡ୍‌ରେ ଚାକିରି କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। GAIL ତରଫରୁ ମ୍ୟାନେଜର, ସିନିୟର ଇଞ୍ଜିନିୟର, ସିନିୟର ଅଫିସର ଓ ଅଫିସର ପଦରେ ନିଯୁକ୍ତି ପାଇଁ ଆବେଦନ ଚାହିଁଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ GAIL ର ଅଫିସିଆଲ ୱେବ୍‌ସାଇଟ୍‌ gailonline.com କୁ ଯାଇ ଅନ୍‌ଲାଇନ୍‌ ଆପ୍ଲାଏ କରିପାରିବେ।
ଏହା ବ୍ୟତୀତ ଇଚ୍ଛୁକ ପ୍ରାର୍ଥୀ ସିଧା ଏହି ଲିଙ୍କ୍‌ https://gailonline.com/CRApplyingGail.html ଉପରେ କ୍ଲିକ୍‌ କରି ଏହି ପଦ ପାଇଁ ଆବେଦନ କରିପାରିବେ।

GAIL Recruitment 2021 ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ:

ଅନ୍‌ଲାଇନ୍‌ ଆବେଦନ ଆରମ୍ଭ: ୭ ଜୁଲାଇ ୨୦୨୧
ଆବେଦନ ଶେଷ: ୮ ଅଗଷ୍ଟ ୨୦୨୧

ପଦ ନାମ ଓ ସଂଖ୍ୟା:

ମ୍ୟାନେଜର(ସବୁ ବିଭାଗ)-୧୦ ପଦ
ସିନିୟର ଇଞ୍ଜିନିୟର(ସବୁ ବିଭାଗ)- ୧୨୨
ସିନିୟର ଅଫିସର(ସବୁ ବିଭାଗ)-୪୯
ଏଚ୍‌ ଆର- ୧୮
ଅଫିସର(ସବୁ ବିଭାଗ)- ୧୯

ଯୋଗ୍ୟତା:

ସ୍ନାତକ

ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ସବିଶେଷ ସୂଚନା ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.