ନ୍ୟାସନାଲ ଫ୍ୟାମିଲି ବେନିଫିଟ୍ସ ସ୍କିମରେ ଫ୍ରିରେ ମିଳିବ ୩୦ ହଜାର ଟଙ୍କା, ଜାଣନ୍ତୁ କେମିତି ପାଇବେ

ଯଦି ଆପଣ ମହାମାରୀରେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ରାଷ୍ଟ୍ରୀୟ ପାରିବାରିକ ଲାଭ ଯୋଜନା ଜରିଆରେ ଅସହାୟ ପରିବାରଙ୍କୁ ମାସିକ ୩୦ ହଜାର ଟଙ୍କା ରାଶି ଦିଆଯିବ। ଏଥିପାଇଁ ଆପଣଙ୍କୁ କଣ କରିବାକୁ ହେବ ଜାଣିବା ପାଇଁ ଆଗକୁ ପଢ଼ନ୍ତୁ।

ଦେଶରେ ଏମିିତି ଅନେକ ସରାକରୀ ସ୍କିମ ରହିଛି ଯାହା ସାହାଯ୍ୟରେ ଅନେକ ଲୋକଙ୍କୁ ସହାୟତା ରାଶି ମିଳୁଛି। ତେବେ ଏମିତି ଏକ ବିଏସଇ ସ୍କିମ ମଧ୍ୟ ରହିଛି। ଏଥିପାଇଁ ଉତ୍ତରପ୍ରଦେଶ ଲୋକଙ୍କୁ ଆର୍ଥିକ ସହାୟତା ମିଳୁଛି। ଏଥିରେ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି। ଏହାର ନାମ ରାଷ୍ଟ୍ରୀୟ ପାରିବାରିକ ଲାଭ ଯୋଜନା ରହିଛି।

ଏହି ଯୋଜାନା ମୁତାବିକ ସରକାର ଗରିବ ଶ୍ରେଣୀ ରେଖା ତଳେ ଥିବା ପରିବାରକୁ ୩୦ ହଜାର ଟଙ୍କା ସାହାଯ୍ୟ ଦିଆଯିବ। ଏହାର ଲାଭ ସେମାନେ ଉଠାଇ ପାରିବେ ଯେଉଁମାନଙ୍କ ଘରର ମୂଖିଆଙ୍କ କୌଣସି କାରଣ ବଶତଃ ମୃତ୍ୟୁ ହୋଇଯାଏ।

lic
pc: samayam telugu

ଜାଣନ୍ତୁ କେମିିତି କରିବେ ଆପ୍ଲାଏ:
ଏହାକୁ କରିବା ପାଇଁ ପ୍ରଥମେ ସମାଜ କଲ୍ୟାଣ ବିଭାଗର ଅଧିକାରିକ ଓ୍ଵବସାଇଟ nfbs.upsdc.gov.in/ ରେ କ୍ଳିକ କରନ୍ତୁ।
-ହୋମ ପେଜ ଓପନ ପରେ ଆପଣଙ୍କୁ ନ୍ୟୁ ରେଜିଷ୍ଟ୍ରେସନ କରିବାର ଅପସନ ମିଳିବ। ଏହା ଉପରେ କ୍ଲିକ କରନ୍ତୁ।
– ଦିଆଯାଇଥିବା ରେଜିଷ୍ଟ୍ରେସନ ଫର୍ମକୁ ଫିଲଅପ୍‌ କରନ୍ତୁ। ମୃତକଙ୍କ ବିବରଣୀ ମଧ୍ୟ ଦିଅନ୍ତୁ।
-ସମସ୍ତ ତଥ୍ୟ ଭରିବା ପରେ ସବମିଯ କରନ୍ତୁ।

ଏହି ସ୍ପେଶାଲ ଯୋଜାନାର ଲାଭ ଉତ୍ତର ପ୍ରଦେଶର ଗ୍ରାମୀଣ ଓ ସହରାଞ୍ଚଳରେ ଗରିବ ପରିବାରଙ୍କୁ ଦିଆଯିବ । ସେମାନଙ୍କ ଆୟୁ ୧୮ରୁ ୬୦ ବର୍ଷ ହୋଇଥିବ। ଉତ୍ତର ପ୍ରଦେଶର ରାଷ୍ଟ୍ରୀୟ ପାରିବାରିକ ଯୋଜନା ଅନ୍ତର୍ଗତ ଏହି ଟଙ୍କା ସେହି ପରିବାରକୁ ଦିଆଯିବ ଯେଉଁମାନଙ୍କ ବାର୍ଷିକ ଆୟ ୫୬ ହଜାର ଟଙ୍କାରୁ ଅଧିକ ହୋଇନଥିବ। ସହରାଞ୍ଚଳରେ ଏହି ନିୟମ ଥିବା ବେଳେ ଗାଁରେ ୪୬ ହଜାର ଟଙ୍କାରୁ ଅଧିକ ରୋଜଗାର ହେଉନଥିବା ଦରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.