ମାତ୍ର ୧୭୫୦ ଟଙ୍କାରେ କିଣନ୍ତୁ ୫୯,୯୯୯ ଟଙ୍କାର ଇଲେକଟ୍ରିକ ସ୍କୁଟର, ଜାଣନ୍ତୁ ପୂରା ଡିଟେଲ୍

ୟୁଲୁ ବ୍ୟାନ ସୁରକ୍ଷା ପାଇଁ ଡ୍ରମ ବ୍ରେକ ସହ ଲେସ ରହିଛି । ଏକ ଉଚ୍ଚ କ୍ଷମତା ଥିବା 51 V/19.3 Ah ମୋଟର ରହିଛି । ଏହାର ଟପ ସ୍ପିଡ୍ ରହିଛି 24.9 kmph । ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଇଲେକଟ୍ରିକ ସ୍କୁଟରରେ ଡ୍ରମ ବ୍ରେକ ଲାଗିଛି । ଏହି ବ୍ରେକ ଦୁଇ ଚକିଆ ଯାନକୁ ସ୍ବତନ୍ତ୍ର ଭାବେ ନିୟନ୍ତ୍ରିତ କରିବା ଏବଂ ଦୁର୍ଘଟଣାକୁ ରୋକିବାରେ ସକ୍ଷମ ହେବ । ଏଥିରେ ୧୨ ଇଞ୍ଚର ବଡ ହ୍ବିଲ ଦିଆଯାଇଛି ।

ଲମ୍ବା ଏବଂ ଆରାମଦାୟକ ଯାତ୍ରା ପାଇଁ ଏହାକୁ ବିକସିତ କରାଯାଇଛି । ଏହାର ସିଟକୁ ୟୁଜର ଫ୍ରେଣ୍ଡଲି କରାଯାଇଛି । ୟୁଲୁ ବ୍ୟାନ ଇ-ସ୍କୁଟରରେ କମ୍ପ୍୍ୟୁଟରକୃତ କନସୋଲ ସାମିଲ ରହିଛି । ଯାହା ଏହାର ଲୁକକୁ ଆହୁରି ବଢ଼ାଇଥାଏ । ଏହାର ଡିଜାଇନକୁ ସାମାନ୍ୟ ଛୋଟ ରଖାଯାଇଛି । ଯାହାକୁ ରାସ୍ତାରେ ନିୟନ୍ତ୍ରଣ କରିବା ବହୁତ ସହଜ । ଇଲେକଟ୍ରିକ ସ୍କୁଟରରେ ୧୨ ଇଞ୍ଚର ବଡ ହ୍ବିଲ ଲାଗିଛି । ଯାହା ଏହାକୁ ଷ୍ଟାଇଲିସ ଲୁକ୍ ଦେଇଥାଏ । ସବୁଠାରୁ ଖାସ୍ କଥା ହେଉଛି ଏହି ସ୍କୁଟର ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସ ଦରକାର ପଡିବନାହିଁ ।

ଇଭିରେ ଫ୍ରଣ୍ଟ ଟେଲିସ୍କୋପିକ ଫୋର୍କ୍ସ ଏବଂ ରିୟର ସକ୍ ଅବଜର୍ଭର ସସପେନସନ୍ ରହିଛି । ଯାହା ଉବଡ ଖାବଡ ରାସ୍ତାରେ ରାଇଡରଙ୍କୁ କମ୍ ଝଟକା ଲାଗିଥାଏ । ଏହା ଏକ ଲୋ-ସ୍ପିଡ ଇଭି ସ୍କୁଟର ଅଟେ ଯାହା ବଜାରରେ ହିରୋ ଇଲେକଟ୍ରିକ ଇଡି, ଓକିନାୱା ଆର୩୦ ଏବଂ Joy E-Bikeକୁ ଟକ୍କର ଦେଇଥାଏ ।

ଏହି ସ୍କୁଟରର ପ୍ରାରମ୍ଭିକ ଦାମ ୫୫,୫୫୫ ଟଙ୍କା ରହିଛି ଏକ୍ସସୋରୁମ ଅନୁଯାୟୀ । ଲୋଡିଙ୍ଗ ଆରେଞ୍ଜମେଣ୍ଟ ମୁତାବକ ଏହି ସ୍କୁଟରକୁ ଘରକୁ ନେବା ପାଇଁ ଆପଣଙ୍କୁ ୬୦୦୦ ଟଙ୍କା ଡାଉନପେମେଣ୍ଟ କରିବାକୁ ହେବ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.