ନଜର ପକାନ୍ତୁ, ଆଜି କେତେ ରହିଛି ସୁନାଦର

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୭ ହଜାର ୪୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୮୪ ହଜାର ୪୯୦ ଟଙ୍କା ରହିଛି ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୭, ୪୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୮୪ ,୪୯୦ ଟଙ୍କା ରହିଛି

ମୁମ୍ବାଇରେ ୨୨ କ୍ୟାରେଟ୍ ୨୪ କ୍ୟାରେଟ୍ ମୂଲ୍ୟ ୭୭,୪୫୦ ଟଙ୍କା ୮୪,୪୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୭, ୬୦୦ ଟଙ୍କା ୮୪, ୬୪୦ ଟଙ୍କା ରହିଛି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୭,୪୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୪, ୯୯୦ ଟଙ୍କା ଥିବା ରେକର୍ଡ ହୋଇଛି ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୭,୪୫୦ ଟଙ୍କା ୮୪,୪୯୦ ଟଙ୍କା ରହିଛି ଅନ୍ୟ ପଟେ ରୁପା ଦର କେଜି ପ୍ରତି ୯୯,୫୦୦ ହଜାର ଟଙ୍କା ହୋଇଛି

Also read: ଆଜି ଉପସ୍ଥାପନ ହେଉଛି କେନ୍ଦ୍ର ବଜେଟ୍‌ : ଏହାରି ଭିତରେ ଜାଣନ୍ତୁ କେତେ ରହିଛି ଆଜିର ସୁନା ଦର