ଲଗାତାର କମୁଛି ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ସୁନା-ରୂପା ଦାମ୍

କରୋନା ଯୋଗୁ ଏବେ ସବୁ ବଜାରରେ ମାନ୍ଦାବସ୍ଥା ଜାରିରହିଛି। ଏଭଳି ସ୍ଥିତିରେ ସୁନା ଦାମ ଲଗାତାର ଖସିବାରେ ଲାଗିଛି। ଆଜି ସୁନା ଦାମ ଆଶାତୀତ ହ୍ରାସ ପାଇଥିବା ବେଳେ ରୂପା ମୂଲ୍ୟରେ ବୃଦ୍ଧି ଘଟିଛି। ୫ ଜୁନ ୨୦୨୦ ଅନୁସାରେ ଆଜି ସୁନା ଦାମ ୦.୦୧ ପ୍ରତିଶତ ହ୍ରାସ ପାଇ ୪୬,୦୬୨ ପ୍ରତି ୧୦ ଗ୍ରାମ ରହିଛି।

ଅନ୍ୟପଟେ ରୂପା ଦାମ୍ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ୩ ଜୁଲାଇ ୨୦୨୦ ଅନୁସାରେ ଆଜି ରୂପା ଦର ୦.୪୯ ପ୍ରତିଶତ ବଢ଼ି କିଲୋଗ୍ରାମ ପିଛା ୪୨,୫୫୦ ଟଙ୍କାରେ ପହଞ୍ଚିଛି। ସୂଚନାଯୋଗ୍ୟ ଯେ ଗତ କାଲି ମଧ୍ୟ ସୁନା ଦାମ ଖସି ୧୦ ଗ୍ରାମକୁ ୪୬,୦୦୦ ଟଙ୍କା ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.