ବ୍ୟବସାୟ ଓ ଅର୍ଥନୀତି

ତାଜା ଅପଡେଟ୍, ଜାଣନ୍ତୁ କେତେ ଅଛି ଆଜିର ସୁନା ମୂଲ୍ୟ

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୩୧୦ ଟଙ୍କା କମି ୪୫,୬୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୩୧୦ ଟଙ୍କା କମି ୪୯,୮୭୦ ଟଙ୍କା ଥିବା ଜଣାଯାଇଛି। ସେହିପରି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୫୦ ଟଙ୍କା ବୃଦ୍ଧି ପାଇ ୪୪,300 ଟଙ୍କା ଓ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୭୦ ଟଙ୍କା ବୃଦ୍ଧି ପାଇ ୪୮,୩୦୦ ଟଙ୍କା ରହିଛି।

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୪,୪୯୦ ଟଙ୍କା ଓ ୪୫,୪୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୫,୬୯୦ ଟଙ୍କା ଓ ୪୯,୮୭୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୪,୩୮୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୮,୪୦୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬,୪୪୦ ଟଙ୍କା ଓ ୪୯,୧୪୦ ଟଙ୍କା ରହିଛି । ସେହିପରି ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୧୦୦୦ ଟଙ୍କା କମି ୬୭,୮୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Pritiparna

Recent Posts

ଆସନ୍ତାକାଲି ଘୋଷଣା ହେବ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ, ଆଜି ଆସୁଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

ଆସନ୍ତାକାଲି କଳ୍ପନାଜଳ୍ପନାର ଅନ୍ତ ଘଟିବ। ଘୋଷଣା ହେବ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ। ବିଜେପି ବିଧାୟକ ଦଳ ବୈଠକରେ ନାଁ…

8 mins ago

ଉତ୍ତର ପ୍ରଦେଶ: କାର୍‌ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା; ୪ ୟୁଟ୍ୟୁବର୍‌ଙ୍କ ମୃତ୍ୟୁ, ୨ ଆହତ

ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ କାର୍‌ ଓ ବୋଲେରୋ ମଧ୍ୟରେ…

16 mins ago

ମୁମ୍ବାଇରେ ମୌସୁମୀ ବର୍ଷା ରଚିଲା ତାଣ୍ଡବ, ରାସ୍ତାରେ ଭାସିଲା ଗାଡି, ୨ ମୃତ

ମହାରାଷ୍ଟ୍ରରେ ମୌସୁମୀ ବର୍ଷା ଲୋକଙ୍କୁ ଆଶ୍ୱସ୍ତି ଦେବା ପରିବର୍ତ୍ତେ ତାଣ୍ଡବ ରଚିଛି । ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା…

28 mins ago

ପାହାଡ଼ରେ ଟ୍ରିପ୍‌ ପାଇଁ ଘରକୁ ନେଇ ଆସନ୍ତୁ ଏହି ଗାଡ଼ି, ଯାତ୍ରାର ମଜା ହେବ ଆହୁରି ସହଜ

ଲୋକମାନେ ନିଜ କାରରେ ପାହାଡ଼ ଉପରେ ଯାତ୍ରା କରିବା ପାଇଁ ପସନ୍ଦ କରନ୍ତି । କିନ୍ତୁ ପାହାଡ଼ରେ ଥିବା ପଥର…

30 mins ago

ଘର କାମ କରୁଥିବା ବେଳେ ଲାଗିଗଲା ୩୩କେଭି ତାର, ୨ ଶ୍ରମିକ ଗୁରୁତର

କାମାକ୍ଷାନଗର(କେନ୍ୟୁଜ): ସାମାନ୍ୟ ଅସାବଧନତା ନେଇଗଲା ହସ୍ପିଟାଲକୁ । ଆସିଥିଲେ ନିଜ କର୍ମ କରି ଦୁଇ ଟଙ୍କା ରୋଜକରି ନେବାକୁ ।…

37 mins ago

୨୨ ଟିକିଆ ହାତୀପଲଙ୍କ ଆତଙ୍କ, ନଷ୍ଟ କଲେ ଚାଷ ଜମି

ରେଢାଖୋଲ : ୨୨ଟିକିଆ ହାତୀପଲଙ୍କ ଉପଦ୍ରବ । ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କନ୍ଧରା ଗାଁ ନିକଟରେ ୨୨ ଟିକିଆ…

46 mins ago