ବ୍ୟବସାୟ ଓ ଅର୍ଥନୀତି

ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି ସୁନା ଦର

ଭୁବନେଶ୍ୱର (କେ ନ୍ୟୁଜ୍‌) : ସୁନା ଦର କେତେବେଳେ ବଢୁଛି ତ ପୁଣି କେତେବେଳେ କମି ଯାଉଛି । ତେଣୁ ଗ୍ରାହକଙ୍କୁ ଦୈନିକ ଏହାର ମୂଲ୍ୟ ଉପରେ ନଜର ରଖିବାକୁ ପଡୁଛି । ଆସନ୍ତୁ ଜାଣିବା ଆଜି ରାଜଧାନୀ ଭୁବନେଶ୍ୱରରେ ସୁନା ଦର କେତେ ରହିଛି । ଯାହା ସୂଚନା ମିଳିଛି ଗତକାଲିର ଦର ଠାରୁ ଆଜି ମାତ୍ର ୧୦ ଟଙ୍କା ବୃଦ୍ଧି ପାଇଛି । ଆଜି ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ୍‌ର ମୂଲ୍ୟ ରହିଛି ୪୧ ହଜାର ୮୫୦ ଟଙ୍କା । ଯାହା କାଲି ଥିଲା ୪୧ ହଜାର ୮୪୦ ଟଙ୍କା । ସେହିପରି ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ୍‌ର ମୂଲ୍ୟ ରହିଛି ୪୫ ହଜାର ୭୧୦ ଟଙ୍କା । ଗତକାଲି ଏହା ଥିଲା ୪୫ ହଜାର ୭୦୦ ଟଙ୍କା ।

KNews Bureau

Recent Posts

ହୁତୁ ହୁତୁ ହୋଇ ଜଳିଗଲା ୪ବଖରା ଚାଳଛପର ଘର

ଆଳି : ହୁତୁ ହୁତୁ ହୋଇ ଜଳିଗଲା ୪ବଖରା ଘର । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡ଼ମାନପୁର…

14 mins ago

ରେଡ୍‌ ଲାଇଟ୍‌ ଦେଖି ନାଳରେ ପଡ଼ିଲେ ଯୁବତୀ, ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ମଜାଳିଆ ଭିଡିଓ ଦେଖିବାକୁ ମିଳିଥାଏ । ସେଠାରେ ଅନେକ ଭିଡିଓ ଅଛି, ଯାହାକୁ ଆପଣ ଯେତେଥର…

17 mins ago

ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Honor X6b, ମିଳିବ ଦମଦାର ଫିଚର୍ସ

ସ୍ମାର୍ଟଫୋନ୍ ବଜାରରେ ପ୍ରତିଦିନ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରାଯାଏ । ଏହି ଧାରା ଜୁନ୍ ମାସରେ ମଧ୍ୟ ଜାରି ରହିଛି…

23 mins ago

ବାଦଶାହଙ୍କ ନୂଆ ପୋଷ୍ଟ ସୋସିଆଲ ମିଡିଆରେ ସୃଷ୍ଟି କଲା ଆଲୋଡ଼ନ, ଜାଣନ୍ତୁ କାହିଁକି

ର‍୍ୟାପର ବାଦଶାହ ସାରା ବିଶ୍ୱରେ ଅନେକ ନାମ ଅର୍ଜନ କରିଛନ୍ତି । କେବଳ ଏତିକି ନୁହେଁ, ସେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରେ…

36 mins ago

‘ଭାରତରେ EVM ଏକ ବ୍ଲାକ୍‌ ବକ୍ସ, କାହାକୁ ବି ନାହିଁ ଏହାର ଯାଞ୍ଚ ଅନୁମତି’; ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧି

କଂଗ୍ରେସ ନେତା ରାହୁଲ ଗାନ୍ଧି ଇଭିଏମ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା ଭାରତର ଏକ ବ୍ଲାକ୍‌ ବକ୍ସ ବୋଲି…

37 mins ago

କବାଟ ତାଡ଼ି ସୁନା ଲୁଟିନେଲେ ଦୁର୍ବୃତ୍ତ, ପୋଲିସ ତଦନ୍ତ ଜାରି

ତାଳଚେର : କବାଟ ତାଡ଼ି ସୁନା ଲୁଟିନେଲେ ଦୁର୍ବୃତ୍ତ । ତାଳଚେର ବାଘମରାଠାରେ ହୋଇଛି ଏହି ଚୋରି । ଘରେ…

1 hour ago