ସୁନାର ଦର ଆଜି ୩୮,୪୭୦ ଟଙ୍କା ସର୍ବୋଚ୍ଚ ସ୍ତରରେ , ରୂପା ମଧ୍ୟ ଭାଙ୍ଗିଛି ରେକର୍ଡ

ରାଜଧାନୀ ଦିଲ୍ଲୀର ସରର୍ଫା ବଜାରରେ ସୋମବାର ସୁନା ୫୦ ଟଙ୍କା ବଢ଼ିବା ସହିତ ୩୮,୪୭୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇ ଏବେ ପର୍ଯ୍ୟନ୍ତର ରେକର୍ଡ ସ୍ତରରେ ପହଁଚିଛି। ଚୀନ ଏବଂ ଆମେରିକା ମଧ୍ୟରେ ଟ୍ରେଡ ବାର ହେବା କାରଣରୁ ନିବେଶକ ସୁରକ୍ଷିତ ନିବେଶ ବିକଳ୍ପ ଭାବରେ ସୁନାର ଦର ବଢ଼ାଉଛନ୍ତି ଯାହାଦ୍ବାରା ଭାରତୀୟ ନିବେଶକଙ୍କର ସୁନା ପ୍ରତି ଆକର୍ଷଣ ବଢ଼ିବ।

ଏଥିସହିତ ରୂପା ମଧ୍ୟ ୧୧୫୦ ଟଙ୍କା ବଢ଼ି ୪୩,୦୦୦ ଟଙ୍କା ପ୍ରତି କିଲୋ ରହିଛି। ସୁନାର ଅନ୍ତରାଷ୍ଟ୍ରୀୟ ଦାମ ୧,୫୦୩.୩୦ ଡଲାର ପ୍ରତି ଆଉନ୍ସ ରହିଛି।

ଏହାସହ ପଢ଼ନ୍ତୁ : RBIର ବଡ ଘୋଷଣା, ଡିସେମ୍ବର ଠାରୁ ଏନଇଏଫଟି ଜରିଆରେ ୨୪ ଘଣ୍ଟା ପଠାଇ ପାରିବେ ଟଙ୍କା

ଗତ କିଛିଦିନ ହେବ ସୁନାର ଦର ପର୍ଯ୍ୟାପ୍ତ ଭାବରେ ବ୍ରୁଦ୍ଧି ପାଉଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସୋମବାର ୯୯.୯ ପ୍ରତିଶତ ଏବଂ ୯୯.୫ ପ୍ରତିଶତ ଶୁଦ୍ଧତା ସୁନା ୫୦-୫୦ ଟଙ୍କା ବୃଦ୍ଧି ସହିତ କ୍ରମଶଃ ୩୮,୪୭୦ ଟଙ୍କା ଏବଂ ୩୮,୩୦୦ ଟଙ୍କା ପ୍ରତି ୧୦ ଗ୍ରାମରେ ସ୍ଥିର ରହିଛି।

ଶନିବାର ସୁନା ଦର ୯୦ ଟଙ୍କା ବୃଦ୍ଧି ସହିତ ୩୮,୪୨୦ ପ୍ରତି ୧୦ ଗ୍ରାମ ହୋଇଯାଇଥିବାବେଳେ ରୂପାର ଦର ୧୪୦ ଟଙ୍କା ବୃଦ୍ଧି ସହିତ ୪୪,୧୫୦ ପ୍ରତି କିଲୋ ଥିଲା।

Pritiparna

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

6 seconds ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

6 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

36 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

43 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago