SAIL ରେ ଖାଲିପଡିଛି ଅନେକ ପଦବୀ, ମିଳୁଛି ସିଧାସଳଖ ନିଯୁକ୍ତି

ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ(SAIL) ପକ୍ଷରୁ ନିଯୁକ୍ତି ଜାରି ପାଇଁ ଆବେଦନ ଗ୍ରହଣ କରୁଛି। ଏହି ନିଯୁକ୍ତି ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟର ମଲ୍ଟି ସ୍ପେଶାଲିଷ୍ଟ ହସିପିଟାଲରେ କରାଯିବ। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ସମ୍ବନ୍ଧିତ ବିଭାଗର ଅଫିସିଆଲ େଓ୍ଵବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ।

ପଦବୀ ବିବରଣୀ:

ମଲ୍ଟି ସ୍ପେଶାଲିଷ୍ଟ ହସପିଟାଲରେ ଟ୍ରେନି: ୮୨

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଯୋଗ୍ୟ ଏବଂ କ୍ୱାଲିଫାଏଡ ନର୍ସ ହିଁ ଆବେଦନ କରିପାରିବେ। ଟ୍ରେନି ପଦରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ପାଖରେ ବିଏସସି( ନର୍ସିଂ) ଡିଗ୍ରୀ ହେବା ଆବଶ୍ୟକ। ଏହାସହିତ ଇଣ୍ଟନସିପ ସାର୍ଟିଫିକେଟ ରହିଥିବା ମଧ୍ୟ ଦରକାର।

steel

 

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୩୦ ବର୍ଷ ହୋଇଥିବା ଆବଶ୍ୟକ।

ଚୟନ ପ୍ରକ୍ରିୟା : ଚୟନ ପ୍ରକ୍ରିୟା ଲିଖିତ ପରୀକ୍ଷା ମାଧ୍ୟମରେ ନୁହେଁ ବରଂ ଇଣ୍ଟରଭ୍ୟୁ ମାଧ୍ୟମରେ କରାଯିବ।

ଏମିତି କରନ୍ତୁ ଆବେଦନ : ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟକୁ ଯାଇ ଆବେଦନ କରିପାରିବେ। ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ୨୬ ସେପ୍ଟେମ୍ବର ରହିଛି।

Leave A Reply

Your email address will not be published.