ବ୍ୟବସାୟ ଓ ଅର୍ଥନୀତି

ଅସଙ୍ଗଠିତ ଶ୍ରମିକ ଏବଂ ଛୋଟ ଦୋକାନୀଙ୍କ ପାଇଁ ଖୁସି ଖବର, ଏମାନଙ୍କ ପାଇଁ ସରକାର ଆଣୁଛନ୍ତି ଏହି ଯୋଜନା

ଅସଙ୍ଗଠିତ କ୍ଷେତ୍ରରେ ଶ୍ରମିକ ଓ ଛୋଟ ଦୋକାନୀଙ୍କ ପାଇଁ ଖୁସି ଖବର। ସରକାର ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ (PM-SYM) ଯୋଜନା ଓ ଛୋଟ ବ୍ୟବସାୟୀଙ୍କ ପାଇଁ ଆରମ୍ଭ କରାଯାଇଥିବା ନ୍ୟାସନାଲ ପେନସନ୍ ସ୍କିମ୍ (ଏନପିଏସ୍)କୁ କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫଓ) ପରିସରରେ ଲୋନ ଉପରେ ବିଚାର କରାଯାଉଛି। ଏହି ଦୁଇଟି ଯୋଜନାରୁ ଆଶା ରହିଛି ଯେ, ସବସ୍କ୍ରାଇବର ମିଳିପାରୁନାହାନ୍ତି।

ଶ୍ରମ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଏବେ ଏହି କଥା ଉପରେ ଚର୍ଚ୍ଚା ହେଉଛି ଯେ, ଇପିଏଫଓକୁ ନିଜର ପରିସର ବଢାଇବା ପାଇଁ ନୂଆ ଯୋଜନା ଆରମ୍ଭ କରାଯିବା ଦରକାର କିମ୍ବା ଏହି ଦୁଇଠି ଯୋଜନାକୁ ନିଜର ନିୟନ୍ତ୍ରଣରେ ନେବା ଦରକାର। ଏହାର ଲକ୍ଷ୍ୟ ଏହି ଯୋଜନାକୁ ସହଜ କରିବା ଓ ଏହାର କାର୍ଯ୍ୟପ୍ରଣାଳୀକୁ ପ୍ରଭାବଶାଳୀ କରିବା।

ଅନ୍ୟ ଅଧିକାରୀଙ୍କ କହିବା ଅନୁସାରେ, ଇପିଏଫଓ ପାଖରେ କର୍ମଚାରୀଙ୍କୁ ହସ୍ତକ୍ଷେପ ବିନା ବ୍ୟକ୍ତିଗତ ଅଂଶଦାନକୁ ହ୍ୟାଣ୍ଡେଲ କରିବାର ଅନୁଭବ ନାହିଁ। ତେଣୁ ଏଥିପାଇଁ ଅନେକ ପ୍ରସ୍ତୁତିର ଆବଶ୍ୟକତା ରହିଛି। ସାମାଜିକ ସୁରକ୍ଷା ସଂହିତା,୨୦୨୦ (The Code on Social Security) ର ସରକାର ସ୍ବରୋଜଗାରରେ ଲାଗିଥିବା ଲୋକ କିମ୍ବା କୌଣସି ଅନ୍ୟ ଶ୍ରେଣୀର ଲୋକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ କୌଣସି ସ୍କିମ୍ ଆଣିପାରେ।

କ’ଣ ଏହି ଯୋଜନା

ଅସଙ୍ଗଠିତ କ୍ଷେତ୍ରରେ କମ୍ ଆୟବର୍ଗ ଥିବା ଲୋକଙ୍କୁ ବୃଦ୍ଧାବସ୍ଥାରେ ଆର୍ଥିକ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଆରମ୍ଭ କରିଦିଆଯାଇଛି। ଏହି ସ୍କିମ୍ ଅନୁସାରେ ଏଭଳି କୌଣସି ଭାରତୀୟ ନାଗରିକ ଯୋଡି ହୋଇପାରନ୍ତି, ଯାହାଙ୍କର ବୟସ ୧୮ ବର୍ଷରୁ ୪୦ ବର୍ଷ ଭିତରେ ରହିଛି। ପ୍ରତି ମାସର ଏକ ଆଶିଂକ ଯୋଗଦାନ ଜରିଆରେ ସେ ଆଜିବନ ୩୦୦୦ ଟଙ୍କା ପେନଶନର ହକଦାର ହୋଇପାରେ। ଦ୍ବିତୀୟ ଯୋଜନାରେ ଛୋଟ ଦୋକାନୀ ରହିଛନ୍ତି। ଏହି ପେନଶନ୍ ଯୋଜନା ଅନୁସାରେ ଖୁଚୁରା ବିକ୍ରେତା, ଦୋକାନୀଙ୍କୁ ୬୦ ବର୍ଷ ବୟସ ହେବାପରେ ନ୍ୟୁନତମ ୩୦୦୦ ମାସିକ ପେନସନ୍ ମିଳିବାର ବ୍ୟବସ୍ଥା ରହିଛି।

Swagatika

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

23 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

25 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago