ସରକାର ଏହି ୬୪ଟି App ବିରୁଦ୍ଧରେ ଜାରି କଲେ ଚେତାବନୀ, ଦେଖିନ୍ତୁ ନାହିଁ ତ ଆପଣଙ୍କ ପାଖରେ

ନ୍ୟାସନାଲ ହେଲଥ୍ ଏଜେନ୍ସି ଗ୍ରାହକଙ୍କୁ ଧୋକାରୁ ବଞ୍ଚାଇବାକୁ ଯାଇ ଜାରି କରିଛନ୍ତି ନୂଚନା ।ଏଥିରେ ସରକାରଙ୍କର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ସୂଚନା ରଖିଥିବା ନକଲି ୱେବସାଇଟ ଲୋକଙ୍କୁ ଠକୁଥିବାର ସୂଚନା ଜାରି କରିଛି।

ଏହି ସପ୍ତାହରେ NHAଦ୍ବାରା ଜାରି ହୋଇଥିବା ଏକ ପବ୍ଳିକ୍ ଏଡ଼ଭାଇଜରିରେ କୁହାଯାଇଛି , ରାଷ୍ଟୀୟ ସ୍ବାସ୍ଥ୍ୟା ଏଜେନ୍ସିରେ ଜଣାପଡ଼ିଛି କିଛି ଠକ ଲୋକ ଏଜେନ୍ସି , ୱେବସାଇଟ, ଡ଼ିଜିଟାଲ ମିଡ଼ିଆ ଚ୍ୟାନେଲ, ମୋବାଇଲ ଆପ୍ସ ,ଚାକିରୀ ପୋର୍ଟାଲ ୱେବସାଇଟ ଏବଂ ସଂଗଠନ ଇମେଲ, ହ୍ବାଟ୍ସଆପ ମେସେଜ୍,ପଞ୍ଜିକରଣ ପୋର୍ଟଲ, ଚାକିରୀ ଅପଡ଼େଟ ଆଦିରେ ଲୋକଙ୍କୁ ମିଥ୍ୟା ସୂଚନା ଦେଉଥିବାର ଦାବି କରାଯାଇଛି। ସୂଚନା ଅନୁଯାୟୀ ପ୍ଳେଷ୍ଟୋର ପ୍ରାୟ ୬୪ ଠକ ଆପ୍ ରହିଛି।

ଆୟୁଷ୍ମାନ ଭାରତର ଫେକ୍ ଆପ ଗୁଡ଼ିକର ତାଲିକା :

-Ayushman Bharat Yojana aub

-Ayushman bharat yojna list, apply online 2018-19

-Ayushman Bharat Yojana -All Pradhan Mantri Yojana

-Ayushman Bharat Yojana Mera PMJAY App

-Ayushman Bharat ( PMJAY )

-PMJAY – AYushman Bharat Yojana

-PMJAY Search Your Eligibility

-Ayushman Bharat Yojana PMJAY 2018

-Ayushman Bharat-PMJAY

-Ayushman Bharat – PMJAY

-Ayushman Bharat Yojana Full List

-Pradhan Mantri Jan Arogya Yojana – Ayushman Bharat

-Ayushman Bharat Yojana 2018 : Jan Arogya yojana

-Pradhan Mantri Sarkari Yojana – All States

-Ayushman Bharat (AB)

-Jan Arogya Yojana – Check Eligibility

-Ayushman Bharat Yojana Registration Online Ayushman Bharat Yojana 2018–2019 (ABY)

-Ayushman Bharat Yojana (Pm-Jay 2018)

-Ayushman Bharat Yojana List App(Pm ayushman 2018)

-Ayushman Bharat yojana list

-Ayushman Bharat 2019 Pradhan Mantri Swasthya Bhima

-PMAYG LIST

-Ayushman Bharat Yojana, PM-JAY (Check Name List)

-PMJAY-PM Jan Arogya yojna/Pradhan Mantri Jan Arogya

-ayushman bharat scheme (PM-JAY)

-Aushman Yojana-Ayushman Bharat – Jan Arogya Abhiyan

-Pradhan Mantri Jan Aushadhi Yojana

-Ayushman Bharat Yojana list – All States

-Ayushman Bharat Yojna labharthi list

-Ayushman Bharat Yojana 2018 : Jan Arogya yojana

-Ayushman bharat yojna 2018-19

-Ayushman Bharat Yojana 2018

-Ayushman Yojana | Ayushman Yojana | PMJAY

-Ayushman Bharat Yojana Info

-Ayushman Bharat Scheme Details

-Ayushman Bharat Bima Yojana 2018

-Ayushman Bharat Yojana PM-JAY

-Ayushmaan Bharat Pharmacy-BIOCAR

-PradhanMantri Yojana – Pradhanmantri Yojana

-Pradhan Mantri Yojana – India

-Ayushman Bharat Yojana Yogya Suchi

-ayushman bharat yojana

-Ayushman Bharat Yojana and Ayushman mitra job 2018

-Ayushman Bharat Yojana

-Pradhan Mantri Suraksha Bima Yojana – PMSBY

-Ayushman Mitra Bharati 2018

-Ayushman Bharat Yojana

-Ayushman Bharat Yojana List 2018 All India

-Ayushman Bharat Yojana Hindi English – 2018 – 19

-Modicare Scheme – Ayushman Bharat Yojana

-Ayushman Bharat PM – Jan Arogya Yojana Mahiti

-Ayushman bharat yojna 2018-19

-Ayushman Bharat Yojana – Ayushman Bharat

-Ayushman Bharat Pharmacy – PSD

-Ayushman Bharat Yojana

-Ayushman Bharat Yojana | Modi Yojana

-Ayushman Yojana

-AAYUSHMAAN BHARAT

 

KNews Bureau

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

3 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

18 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

29 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

39 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago