ହାଇ ଏଣ୍ଡ ଇଟାଲୀୟ ଫ୍ୟାଶନ ଗୁଚି ହେଲା ବିଶ୍ୱର ପ୍ରଥମ ପ୍ରମୁଖ ବ୍ରାଣ୍ଡ୍, ଯିଏକି ହୋଇପାରିଛି ସବୁଠୁ ବଡ଼ ବ୍ରାଣ୍ଡ୍। କାରଣ ଏହି ଆପ୍ ଗତ ସପ୍ତାହରେ ଘୋଷଣା କରିଛି ଯେ ଏହା ସପିଙ୍ଗରେ ଆପକଏନ୍ ବା କ୍ରିପ୍ଟୋ କଏନ୍ ଗ୍ରହଣ କରୁଛି । ଏହା ହୋଇଛି ବିଶ୍ୱର ଏମିତି ଏକ ଅନଲାଇନ୍ ସପ ଯିଏକି କ୍ରିପ୍ଟୋକରେନ୍ସ ନେଉଛି କୌଣସି ଜିନିଷ କିଣାକିଣି କଲେ।

ଫେବୃଆରୀ ୨୦୨୨ ରେ, ଗୁଚି ଭିନିଲ୍ ବ୍ରାଣ୍ଡ ସୁପରପ୍ଲାଷ୍ଟିକ୍ ସହଯୋଗରେ “ସୁପରଗୁଚି” NFT ସଂଗ୍ରହ ସହିତ ଜିନିଷଗୁଡିକ କୋଲାବରେସନ ଆରମ୍ଭ କରିଥିଲେ।ଏହା ପରେ ଭଲ ମର୍କେଟିଂ କରିଥିଲା Gucci। ତେବେ ବର୍ତ୍ତମାନ ସୁଦ୍ଧା, ଗୁଚି ଆମେରିକାର ଷ୍ଟୋର୍ଗୁଡିକରେ ଆପକୋଏନ୍ ଗ୍ରହଣ କରିବ ଏବଂ ଏହାର ଉତ୍ତର ଆମେରିକାର ଉପସ୍ଥିତିରେ ବିସ୍ତାର କରିବାକୁ ଯୋଜନା କରିଛି। ଆପକଏନ୍ ମୂଲ୍ୟ ଅଗଷ୍ଟ ୨ ରେ ପ୍ରାୟ ୬ ଡଲାରରୁ ଅଗଷ୍ଟ ୯ ରେ ୭.୪ ଡଲାରକୁ ବୃଦ୍ଧି ପାଇଛି।ଏହା ଆଗକୁ ମଧ୍ୟ ଅନେକ ବଡ଼ ବଡ଼ କମ୍ପାନୀ ସହିତ କୋଲାବ୍ କରିବ ବୋଲି କହିଛି। ଯାହାକି ଏହାର ମାର୍କେଟ ପ୍ରାଇସ୍ ବଢ଼ାଇପାରେ