ବ୍ୟବସାୟ ଓ ଅର୍ଥନୀତି

ଘରକୁ ମାଗଣାରେ ଆଣନ୍ତୁ ଏଲପିଜି ସିଲିଣ୍ଡର, ପେଟିଏମରେ କରନ୍ତୁ ଏପରି ବୁକିଂ

Paytmରେ ମିଳୁଛି ଫ୍ରି ଏଲପିଜି ସିଲିଣ୍ଡର। ଶୁଣିକି ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ଏକଦମ ସତ। ହଁ ଦର୍ଶକବନ୍ଧୁ ଏବେ ପେଟିଏମ ତାର ୟୁଜର୍ସଙ୍କୁ ଖୁସି କରିବା ପାଇଁ ଏହି ଜବରଦସ୍ତ ପ୍ଳାନ ବାହର କରିଛି। ଯେଉଁଥିରେ ଘରୋଇ ଗ୍ୟାସ ସିଲିଣ୍ଡର ଏଲପିିଜି ଆପଣଙ୍କୁ ପୂରା ମାଗଣାରେ ମିଳିବ। ଏଥିପାଇଁ ନିଜ ୟୁଜର୍ସଙ୍କ ପାଇଁ ଡିଲ୍ସ ଅଫର ଆଣିଛି ପେଟିଏମ କମ୍ପାନୀ। ମାନେ ଏବେ ସମସ୍ତ ପେଟିଏମ ୟୁଜର୍ସଙ୍କ ପାଖରେ ମାଗଣାରେ ଏଲପିଜି ସିଲିଣ୍ଡର ନେବା ର ମୌକା ରହିଛି।

ଏବେ ରନ୍ଧା ତେଲ ଠୁ ଆରମ୍ଭ କରି ଗ୍ୟାସ ସିଲିଣ୍ଡର ସହ ପେଟ୍ରୋଲ ଡିଜେଲ ଦର ଆକାଶଛୁଆଁ ହେଲାଣି। ଲୋକଙ୍କର ମୌଳିକ ଆବଶ୍ୟକତା ଉପରେ ଏବେ ମହଙ୍ଗା ଦର ମାଡ ହେବା ପରେ ପେଟିଏମ କମ୍ପାନୀ ଏହି ଖାସ ଅଫର ନେଇ ଆସିଛି। ମାଗଣାରେ ଏଲପିଜି ସିଲିଣ୍ଡର ଦେବାର ବଢ଼ିଆ ପ୍ଲାନ ଆଣିଛି। ତେବେ କମ୍ପାନୀ ତା ନୂଆ ୟୁଜର୍ସଙ୍କୁ ଖୁସି କରିବା ପାଇଁ ଏଭଳି ଅଫର ଘୋଷଣା କରିଛି। ଏବେ ସମସ୍ତ ୟୁଜର୍ସ ଏହାର ଫାଇଦା ଉଠାଇପାରିବେ। ଆଉ ଯଦି ଆପଣ ପେଟିଏମ ରେ ନୂଆ ତେବେ ଡିଜିଟାଲ ପେମେଣ୍ଟ କମ୍ପାନୀ ପେଟିଏମ ନିଜ ପ୍ଲାଟଫର୍ମ ଜରିଆରେ ସିଲିଣ୍ଡର ବୁକ କରିବା ପାଇଁ ଅତିରିକ୍ତ ଲାଭ ଦେବ। ଦେଶରେ ଲକ୍ଷାଧିକ ୟୁଜର୍ସ ଅନଲାଇନରେ ସିଲିଣ୍ଡର ବୁକ କରିବା ପାଇଁ ପେଟିଏମକୁ ସାର୍ବୋତ୍ତମ ଭାବେ ବାଛିଚନ୍ତି। ଏବେ ଆପ୍‌ ରେ ଭାରତ ଗ୍ୟାସ ଓ ଏଲପିଜି ସିଲିଣ୍ଡର ବୁକିଂ ପାଇଁ ଅପସନ ରହିଛି।

ଏବେ ଜାଣନ୍ତୁ ଫ୍ରି ଏଲପିଜି ସିଲିଣ୍ଡର ପାଇଁ କଣ କରିବେ?

ସମସ୍ତ ପେଟିଏମ ୟୁଜର୍ସ ମାନେ ଉଭୟ ପୁୁରୁଣା ଓ ନୂଆ ୟୁଜର୍ସଙ୍କୁ ସିଲିଣ୍ଡର ମାଗଣାରେ ପାଇବା ପାଇଁ ମଉକା ମିଳୁଛି। ପେଟିଏମ ଆପରେ ଭୁଗତାନ କରିବା ପୂର୍ବରୁ ତାଙ୍କୁ କେବଳ କୁପନ କୋଡ FREEGAS କୁ ଏଣ୍ଟର କରିବାକୁ ପଡ଼ିବ। ଏହାବ୍ୟତିତ ପେଟିଏମର ନୂଆ ୟୁଜର୍ସ ଲାଟେଷ୍ଟ ଡିଲ ସହିତ ତାଙ୍କ ପ୍ରଥମ ବୁକିଂରେ ୩୦ ଟଙ୍କାର ଫ୍ଲାଟ କ୍ୟାସବ୍ୟାକ ପାଇବେ। ଏହାପରେ ତାଙ୍କୁ ଭୁଗତାନ କରିବା ସମୟରେ କେବଳ ପ୍ରୋମୋ କୋଡ୍‌ FIRSTCYLINDER ର ଉପଯୋଗ କରିବାକୁ ପଡ଼ିବ। ଏହି ରିଫଣ୍ଡ ଅପର ତାଙ୍କୁ ୩ଟି ପ୍ରମୁଖ ଏଲପିଜି ସିଲିଣ୍ଡର କମ୍ପାନୀ ଯେମିତିକି ଇଣ୍ଡିଆନ, ଏଚପି ଏବଂ ଭାରତ ଗ୍ୟାସ ଉପରେ ମିଳିବ।

ଏହାବ୍ୟତିତ ଆପଣ ପେଟିଏମ ପୋଷ୍ଟ ପେଡ ମାନେ ପେଟିଏମ ନାଓ ପେ ଲେଟର ସର୍ଭିସରେ ରେଜିଷ୍ଟ୍ରର କଲେ ପରବର୍ତ୍ତୀ ସମୟରେ ଆପଣ ସିଲିଣ୍ଡର ବୁକ କରିପାରିବେ।

କମ୍ପାନୀ ଏବେ ଏହାର ବୁକିଂ ପ୍ରକ୍ରିୟାକୁ ଆହୁରି ସହଜ କରିଦେଇଛି। ଏଥିପାଇଁ କଂଜ୍ୟୁମର୍ସ ନିଜ ଗ୍ୟାସ ସିଲିଣ୍ଡର ଡିଟେଲ କୁ ଟ୍ରାକ କରିବା ଏବଂ ରିଫିଲ କରିବା ପାଇଁ ଅଟୋମେଟେଡ ଇଣ୍ଟେଲିଜେଣ୍ଟ ରିମାଇଣ୍ଡର ପ୍ରାପ୍ତ କରିପାରିବେ । ଏବେ ଆମେ ଆପଣଙ୍କୁ ସେହି ଷ୍ଟେପ ସମ୍ପର୍କରେ କହିବୁ, ଯାହାକୁ ମାନି ଆପଣ ଖୁବ ସହଜରେ ଗ୍ୟାସ ସିଲିଣ୍ଡରକୁ ବୁକ କରିପାରିବେ:

-ପ୍ରଥମେ ଫୋନରେ ପେଟିଏମ ଆପ୍‌ କୁ ଓପନ କରନ୍ତୁ।
-ପରେ ରିଚାର୍ଜ ଓ ପେମେଣ୍ଟ ସେଗମେଣ୍ଟକୁ ଯାଇ ବୁକ ଗ୍ୟାସ ସିଲିଣ୍ଡର ଟ୍ୟାବକୁ ଯାଆନ୍ତୁ।
-ଏଠାରେ ଆପଣ ନିଜ ଗ୍ୟାସ ପ୍ରୋଭାଇଡରକୁ ଚୁଜ କରନ୍ତୁ ।
-ପରେ ନିଜ ରେଜିଷ୍ଟ୍ରର୍ଡ ମୋବାଇଲ ନମ୍ବର କିମ୍ବା ଏଲପିଜି ଆଇଡି ଅଥବା କଂଜ୍ୟୁମର ନମ୍ବରକୁ ଦର୍ଜ କରନ୍ତୁ।
-ପରେ ଭୁଗତାନ କରନ୍ତୁ। ଏଥିପାଇଁ ଆପଣ ପେଟିଏମ ଓ୍ଵାଲେଟ , ପେଟିଏମ ୟୁପିଆଇ, କାର୍ଡ କିମ୍ବା ନେଟ ବ୍ୟାକିଂ ଜରିଆରେ ପେମେଣ୍ଟ କରନ୍ତୁ। ପରେ ମନେ କରି କୁପନ କୋଡ ସେକ୍ସନରେ ପ୍ରୋମୋ କୋଡ FREEGAS କୁ ଏଣ୍ଟର କରନ୍ତୁ।
-ଏବେ ଆପଣଙ୍କ ପ୍ରୋସେସ ପୁରା ହୋଇଯିବ। ଶେଷରେ ସିଲିଣ୍ଡର ଆପଣଙ୍କ ପାଖ ଗ୍ୟାସ ଏଜେନ୍ସି ଦ୍ୱାରା ରେଜିଷ୍ଟ୍ରର୍ଡ ଠିକଣାରେ ପହଞ୍ଚିଯିବ।

D Sonali

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

30 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

32 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago