ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚରେ ନିଯୁକ୍ତି ଜାରି, ଜାଣନ୍ତୁ କିପରି କରିବେ ଆବେଦନ

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ (IISER) ତିରୁବନ୍ତପୁରମରେ ଅନେକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରାଯାଇଛି। ସୂଚନାଯୋଗ୍ୟ, ରିସର୍ଚ୍ଚ ଏସୋସିଏସନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକାଶ ପାଇଛି। ଇଛୁକ ଆବେଦନକାରୀ ୨୧ ମେ ୨୦୨୦ କିମ୍ବା ଏହା ପୂର୍ବରୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ (IISER) ତିରୁବନ୍ତପୁରମରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ।

opening

ଆବେଦନ ତାରିଖ

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ-୨୧ ମେ ୨୦୨୦

ବୟସ ସୀମା

ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ଅଧିକତମ ବୟସ ସୀମା ୩୨ବର୍ଷ ନିର୍ଦ୍ଧାରିତ କରାଯାଇଛି।

ଜାଣନ୍ତୁ କିପରି କରିବେ ଆବେଦନ

ଇଛୁକ ଆବେଦନକାରୀ ୨୧ ମେ ୨୦୨୦ କିମ୍ବା ଏହା ପୂର୍ବରୁ ନିର୍ଦ୍ଧାରିତ କରାଯାଇଥିବା ପ୍ରମାଣପତ୍ର ମାଧ୍ୟମରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ (IISER) ତିରୁବନ୍ତପୁରମରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ।

Leave A Reply

Your email address will not be published.