ବ୍ୟବସାୟ ଓ ଅର୍ଥନୀତି

ଭାରତୀୟ ନୌସେନାରେ ବିନା ପରୀକ୍ଷାରେ କରନ୍ତୁ ଅଫିସର ଚାକିରି, ବାସ୍‌ କରିବାକୁ ହେବ ଏହି କାମ

ଭାରତୀୟ ନୌସେନାରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ଭାରତୀୟ ନୌସେନାରେ ଏସଏସସି(SSC) ଅଧିନରେ ଅଫିସର ପଦ ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ୟ ଅବିବାହିତ ପୁରୁଷ ପ୍ରାର୍ଥୀ ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଭାରତୀୟ ନୌସେନାର ଅଧିକାରକ େଓ୍ଵବସାଇଟ୍‌ joinindiannavy.gov.in କୁ ଯାଇ ଆବେଦନ କରିପାରିବେ।

ଏହାଛଡା ପ୍ରାର୍ଥୀ ସିଧାସଳଖ ଲିଙ୍କ https://www.joinindiannavy.gov.in/en କୁ ଯାଇ ଆବେଦନ କରିପାରିବେ। ଏହାସହିତ ଲିଙ୍କ https://www.joinindiannavy.gov.in/en/events କୁ ଯାଇ ଅଧିକାରକ ନୋଟିଫିକେସନ ମଧ୍ୟ ଦେଖିପାରିବେ। ଏହି ଭର୍ତ୍ତି ପ୍ରକ୍ରିୟା ସ୍ପେଶାଲ ନାଭାଲ ଓରିଏଣ୍ଟସନ କୋର୍ସ ମାଧ୍ୟମରେ ୨୨ ଜାନୁଆରୀ ଇଣ୍ଡିଆନ ଭାଗାଲ ଏକାଡେମୀ, ଏଝିମାଲା, କେରଳରେ ଆରମ୍ଭ ହେବ।

ଜରୁରୀ ତାରିଖ: ଅନଲାଇନରେ ଆବେଦନ କରିବାର ତାରିଖ ୨ ଜୁଲାଇରୁ ଆରମ୍ଭ ହୋଇଥିବା ବେଳେ ଶେଷ ୧୬ ଜୁଲାଇକୁ ହେବ।

ପଦବୀ ବିବରଣୀ:

ଏକ୍ଜକ୍ୟୁଟିଭି ବ୍ରାଞ୍ଚ
SSC Ex-IT: 45

ଶିକ୍ଷାଗତ ଯୋଗ୍ୟତା: ପ୍ରାର୍ଥୀ ଅତିକମରେ ୬୦% ମାର୍କ ସହିତ କମ୍ପ୍ୟୁଟର ସାଇନ୍ସ/ କମ୍ପ୍ୟୁଟର ଇଂଜିନିୟରିଂ/ ଆଇଟିରେ BE/B.Tech କିମ୍ବା MSc. Computer/ It/ MCA / M. Tech computer/IT ଡିଗ୍ରୀ ରହିଥିବା ଜରୁରୀ।

ବୟସ ସୀମା: ପ୍ରାର୍ଥୀଙ୍କ ଜନ୍ମ ୨ ଜାନୁଆରୀ ୧୯୯୭ରୁ ୧ ଜୁଲାଇ ୨୦୦୨ ମଧ୍ୟରେ ହୋଇଥିବା ଆବଶ୍ୟକ।

ଚୟନ ପ୍ରକ୍ରିୟା: ଆବେଦନକାରୀଙ୍କ ସର୍ଟଲିଷ୍ଟ ଶିକ୍ଷାଗତ ଯୋଗ୍ୟତା ଏବଂ ସ୍କିଲ ଟେଷ୍ଟ ଆଧାରରେ କରାଯିବ। ଏସଏସବି ସାକ୍ଷାତକାର ସର୍ଟଲିଷ୍ଟ କରାଯାଇଥିବା ପ୍ରାର୍ଥୀଙ୍କୁ ଇ-ମେଲ କିମ୍ବା ଏସଏମଏସ ମାଧ୍ୟମରେ ଏସଏସବି ସାକ୍ଷାତକାର ପାଇଁ ଚୟନ କରାଯିବ।

ମେଡିକାଲ ଟେଷ୍ଟ: SSB ରେ ଚୟନକାରୀ ପ୍ରାର୍ଥୀଙ୍କୁ ମେଡିକାଲ ଟେଷ୍ଟ ପାଇଁ ଡାକଯିବ। ସେହିପରିSSB ର ପ୍ରଦର୍ଶନ ମେରିଟ ଲିଷ୍ଟ ଭାବେ ତିଆରି କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ

https://www.joinindiannavy.gov.in/en

https://www.joinindiannavy.gov.in/en/events 

Swagatika

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

8 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

22 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

33 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

44 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago