IOCL ରେ ଖାଲିପଡିଛି ୫୭୦ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଲିମିଟେଡ(IOCL) ରେ େଓ୍ଵଷ୍ଟର୍ଣ୍ଣ ରିଜନ ମାର୍କେଟିଂ ଡିଭିଜନ ଅଧିନରେ ୫୭୦ ଟେକନିକ୍‌ ଏବଂ ନନ୍‌ ଟେକନିକ୍‌ ଆପ୍ରେଣ୍ଟିସ ପଦବୀ ଖାଲି ପଡିଛି। ଏହି ଭର୍ତ୍ତି ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଧିକାରକ େଓ୍ଵବସାଇଟ iocl.com କୁ ଯାଇ ଆବେଦନ କରିପାରିବେ। ଏଥିପାଇଁ ଆବେଦନ କରିବାର ତାରିଖ ୧୫ ଜାନୁଆରୀ ଠାରୁ ଆରମ୍ଭ ହୋଇଛି।

ପଦବୀ ବିବରଣୀ: ୫୭୦

ଆବେଦନ କରିବାର ଶେଷ ତାରିଖ ୧୫ ଫେବୃଆରୀ ୨୦୨୨ ରହିଛି।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୪ ବର୍ଷ ହୋଇଥିବା ଜରୁରୀ। ଅଧିକ ଜାଣିବା ପାଇଁ ଅଫିସିଆଲ େଓ୍ଵବସାଇଟ୍‌ ଯାଇ ଚେକ୍‌ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା:

IOCL Recruitment ଅଧୀନରେ ବିଭିନ୍ନ ଟ୍ରେଡସ୍ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି। ସେହିପରି ଅନୁସୂଚିତ ଜାତି, ଜନଜାତି ଏବଂ ଅନ୍ୟାନ ବର୍ଗ ପାଇଁ ଅଧିକତମ ବୟସ ନିମୟ ଅନୁସାରେ ରିହାତି ମିଳିବ।

ଚୟନ ପ୍ରକ୍ରିୟା : IOCL ରେ ଲିଖିତ ପରୀକ୍ଷା ଆଧାରରେ ପ୍ରାର୍ଥୀଙ୍କ ଚୟନ କରାଯିବ। ପରୀକ୍ଷାରେ ବହୁ ବିକଳ୍ପ ପ୍ରଶ୍ନ ପଚରାଯିବ।

ଏମିତି କରନ୍ତୁ ଆବେଦନ : ଏହି ପଦରେ ଚାକିରି ପାଇବାକୁ ଥିବା ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଅଫିସିଆଲ ୱେବସାଇଟ iocl.com କୁ ଯାଇ ଅନଲାଇନରେ ଆବେଦନ କରିପାରିବେ।

ଅଧିକ ବିବରଣୀ ପାଇଁ ଏଠାରେ କ୍ଲିକ କରନ୍ତୁ…

https://freeebook.jagranjosh.com/free-pdf-page?file=iocl-western-region-nofication-download.pdf

https://www.rectt.in/

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.