ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ ସୀମା ବଢ଼ିଲା, କେବେକୁ ଜାଣନ୍ତୁ

ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ଥିବା ବ୍ୟକ୍ତିଙ୍କୁ ବଡ଼ ଆଶ୍ୱସ୍ତି । କାରଣ ସରକାର ଦାଖଲ କରିବାର ସମୟସୀମାକୁ ବଢ଼ାଇ ଦେଇଛନ୍ତି । ଯାହା ପ୍ରଥମେ ଡିସେମ୍ବର ୩୧ ତାରିଖ ଥିଲା ଏବେ ତାକୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଫଳରେ ଲୋକେ ୨୦୨୦-୨୧ର ଆୟକର ଏବଂ ୨୦୨୧-୨୨ର ଆସେସମେଣ୍ଟ ମାର୍ଚ୍ଚ ୧୫ ଭିତରେ ଦାଖଲ କରି ପାରିବେ । ଏ ନେଇ ଆୟକର ବିଭାଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି ।
କୋଭିଡ ପରିସ୍ଥିତି ଯୋଗୁଁ ଏଭଳି ସମୟ ବୃଦ୍ଧି କରାଯାଇଥିବା ଅର୍ଥ ମନ୍ତ୍ରାଳୟର ରାଜସ୍ୱ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
On consideration of difficulties reported by taxpayers/stakeholders due to Covid & in e-filing of Audit reports for AY 2021-22 under the IT Act, 1961, CBDT further extends due dates for filing of Audit reports & ITRs for AY 21-22. Circular No. 01/2022 dated 11.01.2022 issued. pic.twitter.com/2Ggata8Bq3
— Income Tax India (@IncomeTaxIndia) January 11, 2022