ରେଲୱେରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ୧୦ମ ପାସ୍ ମଧ୍ୟ କରିପାରିବେ ଆବେଦନ

ରେଳବାଇ ଚାକିରି କରିବାକୁ ସ୍ବପ୍ନ ଦେଖୁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ(SECR) ପକ୍ଷରୁ ଅନେକ ପଦବୀ ଖାଲି ପଡିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଯୋଗ୍ଯ ଏବଂ ଇଚ୍ଛୁକ ପ୍ରାର୍ଥୀ ୨୩ ଫେବ୍ରୁଆରୀ ପର୍ଯ୍ଯନ୍ତ ଆବେଦନ କରିପାରିବେ। ସୂଚନା ମୁତାବକ, ୨୬ଟି ପଦବୀ ଭର୍ତ୍ତି ପାଇଁ ସ୍ପୋଟର୍ସ କୋଟା ଅଧିନରେ କରାଯିବ।

ଶିକ୍ଷାଗତ ଯୋଗ୍ଯତା: ବିନା ଟେକ୍ନିକାଲ ପଦବୀ ପାଇଁ ୧୦ମ/୧୨ଶ ପାସ୍ କରିଥିବା ଆବଶ୍ଯକ। ଏହାସହିତ କୌଣସି ବିଷୟରେ ଗ୍ରାଜୁଏସନ କରିଥିବା ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ।

ବୟସସୀମା ଓ ବେତନ: ଏହି ଭର୍ତ୍ତି ପାଇଁ ୧୮ ବର୍ଷରୁ ୨୫ ବର୍ଷ ପର୍ଯ୍ଯନ୍ତ ପ୍ରାର୍ଥୀ ଆବେଦନ କରିପାରିବେ। ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ୫୨୦୦ ଟଙ୍କାରୁ ୨୦୨୦୦ ଟଙ୍କା ମାସିକ ମିଳିବ।

job vacancy

ଆବେଦନ ଶୁଳ୍କ: ସାଧାରଣ ବର୍ଗ ପାଇଁ ୫୦୦ ଟଙ୍କା ରହିଥିବା ବେଳେ ଏସସି/ଏସଟି ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ରହିଛି।

ଚୟନ ପ୍ରକ୍ରିୟା: ଖେଳ ଏବଂ ଶିକ୍ଷାଗତ ଯୋଗ୍ଯତା ଅନୁଯାୟୀ ଚୟନ ହେବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ..

https://secr.indianrailways.gov.in/

http://103.229.25.252:8080/RRCBSP_SPORTS2020/

https://secr.indianrailways.gov.in/uploads/files/1611295118372-Sports%20Eng.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.