ଜୁଟ୍‌ କର୍ପୋରେସନରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ଖାଲି, ଆବେଦନ କରନ୍ତୁ ମାସିକ ଦରମା ୧,୪୦,୦୦୦ ଟଙ୍କା

ଜୁଟ୍‌ କର୍ପୋରେସନ ଅଫ ଇଣ୍ଡିଆରେ ଖାଲିପଡିଛି ପଦବୀ। ଆପଣ ଚାକିରି କରିବାକୁ ଇଚ୍ଛୁକ ଥିଲେ ତୁରନ୍ତ କରିପାରିବେ ଆବେଦନ । ଏହି ଭର୍ତ୍ତି ପାଇଁ ବିଜ୍ଞାପନ ୨୮ ଜାନୁଆରୀରୁ ୩ ଫେବୃଆରୀ ମଧ୍ୟରେ ପ୍ରକାଶିତ ରୋଜଗାର ପତ୍ରରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।  ଯେଉଁମାନେ ଆବେଦନ କରିବାକୁ ଇଚ୍ଛା ରଖିଛନ୍ତି, ସେମାନେ ତୁରନ୍ତ ଆବେଦନ କରିପାରିବେ । ଭାରତୀୟ ପଟସନ ନିଗମ ଲିମିଟେଡ୍‌ର ଅଫିସିଆଲ େଓ୍ଵବସାଇଟକୁ ଯାଇ ଆବେଦନ କରିପାରିବେ। ଏମିତି କରିବା ପାଇଁ ଜୁଟ୍‌ କର୍ପୋରେସନ ଅଫ ଇଣ୍ଡିୟାର ଅଫିସିଆଲ ୱେବସାଇଟ୍‌ jutecorp.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୧

ଆସିଷ୍ଟାଣ୍ଟ ମ୍ୟାନେଜର(ଅପରେସନ/ମାର୍କେଟିଂ) : ୪
ଆସିଷ୍ଟାଣ୍ଟ ମ୍ୟାନେଜର( ଫାଇନାନ୍ସ) : ୪
ଆସିଷ୍ଟାଣ୍ଟ ମ୍ୟାନେଜର (ଏଚଆର): ୩

ଜରୁରୀ ତାରିଖ : ଆବେଦନ କରିବା ପାଇଁ ୧୭ ଫେବୃଆରୀ ଶେଷ ତାରିଖ ରହିଛି । ଏହି ପଦ ପାଇଁ ପ୍ରଥମେ ଆବେଦନ କରିବା ସହିତ ସମସ୍ତ ଜରୁରୀ ଡକ୍ୟୁମେଣ୍ଟ ଦେଇ ଆବେଦନ କରିବାର ଶେଷ ତାରିଖ ପୂର୍ବରୁ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀ ସମ୍ବନ୍ଧୀୟ ବିଷୟରେ ଡିଗ୍ରୀ ରଖିଥିବା ଜରୁରୀ । ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି । ପଦବୀରେ ଆବେଦନ କରିବା ପାଇଁ ଅଭିଜ୍ଞତା ଥିବା ଭଳି ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୫ ବର୍ଷ ହେବା ଜରୁରୀ ।

ଦରମା : ଏହି ପଦବୀରେ ଚୟନ ହେବା ପ୍ରାର୍ଥୀଙ୍କୁ ପଦବୀ ଅନୁସାରେ ଦରମା ମିଳିବ । ମାସକୁ ୪୦,୦୦୦ ଟଙ୍କାରୁ ଆରମ୍ଭ କରି ୧,୪୦,୦୦୦ଟଙ୍କା ପର୍ଯ୍ୟନ୍ତ ଆବେଦନ କରିପାରିବେ । ଅଧିକ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ଚେକ୍‌ କରିପାରିବେ ।

Senior Manager (HR), Jute Corporation of India Limited, 15N, Nielsen Gupta Sareni, Kolkata–700087

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.jutecorp.in/wp-content/uploads/2023/01/Recruitment_01_2023_dt_20230128.pdf

Leave A Reply

Your email address will not be published.