ବ୍ୟବସାୟ ଓ ଅର୍ଥନୀତି

ନୂଆ ଗାଡି କିଣିବା ପାଇଁ ଚାହୁଁଛନ୍ତି କି? ଜାଣନ୍ତୁ ଶୁଭ ମୁହୂର୍ତ୍ତ

ନୂଆ ଜିନିଷ କିଣିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଆଗ୍ରହ ପ୍ରକାଶ କରିଥାନ୍ତି। ଏସବୁ ମଧ୍ୟରେ କିଛି ଲୋକ ଶୁଭ ନୂଆ ଜିନିଷ କିଣିବାକୁ ନେଇ ଶୁଭ ମୁହୂର୍ତ୍ତ ଏବଂ ଶୁଭ ଦିନ ଖୋଜିଥାନ୍ତି। କିନ୍ତୁ କ’ଣ ଆପଣ ବି ଏପରି କରୁଛନ୍ତି କି? ଯଦି ହଁ, ତେବେ ଜାଣନ୍ତୁ ଚଳିତ ମାସରେ କ’ଣ ରହିଛି ଶୁଭ ମୁହୂର୍ତ୍ତ।

ଆପଣ ଗାଡି କିଣିବାକୁ ଚାହୁଁଛନ୍ତି କି ତେବେ ଜାଣନ୍ତୁ ଶୁଭ ସମୟ ଏବଂ ଶୁଭ ତାରିଖ। ଏହି ସମୟରେ ଗାଡି କିଣିବା ଦ୍ୱାରା ଆପଣଙ୍କ ଜୀବନରେ ଏବଂ ବ୍ୟବସାୟରେ ଖୁସିର ବାତାବରଣ ଦେଖାଯିବ। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେହି ଶୁଭ ମୁହୂର୍ତ୍ତ:

ଶୁକ୍ରବାର ୦୬ ନଭେମ୍ବର- ୦୬:୪୫:୦୮ ରୁ ୩୦:୩୭:୦୬ ମଧ୍ୟରେ

ଶୁକ୍ରବାର ୧୩ ନଭେମ୍ବର- ୦୬:୪୨:୩୦ ରୁ ୧୮:୦୧:୨୮ ମଧ୍ୟରେ

ରବିବାର ୧୫ ନଭେମ୍ବର- ୧୭:୧୬:୫୭ ରୁ ୩୦:୪୪:୦୫ ସମୟ ମଧ୍ୟରେ

ଶୁକ୍ରବାର ୨୦ ନଭେମ୍ବର- ୦୯:୨୨:୪୭ ରୁ ୨୧:୩୧:୪୫ ସମୟ ମଧ୍ୟରେ

ରବିବାର ୨୨ ନଭେମ୍ବର- ୦୬:୪୯:୩୯ ରୁ ୨୨:୫୩:୩୯ ମଧ୍ୟରେ

ବୁଧବାର ୨୫ ନଭେମ୍ବର- ୧୮:୨୦:୩୩ ରୁ ୨୯:୧୨:୧୨ ମଧ୍ୟରେ

ସୋମବାର ୩୦ ନଭେମ୍ବର- ୦୬:୫୫:୫୯ ରୁ ୩୦:୫୫:୫୮ ସମୟ ମଧ୍ୟରେ

KNews Bureau

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

9 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

24 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

34 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

45 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago