JIO, ଭୋଡାଫୋନ ନା ଏୟାରଟେଲ, ୨୫୦ ଟଙ୍କର ପ୍ଲାନରେ କିଏ ଦେଉଛି ଅଧିକ ଫାଇଦା

ରିଲାଏନ୍ସ ଜିଓ ଆସିବା ପରେ ଟେଲିକମ୍‌ ସେକ୍ଟରରେ ପ୍ରାଇସ୍‌ ଓ୍ଵାର ବହୁତ ବଢ଼ିଯାଇଛି। ଭଲ ରୁ ଅତି ଭଲ ପ୍ଲାନ ଅଫର କରି ଜିଓ ତାର ଗ୍ରାହକଙ୍କୁ ନିଜ ସାଥିରେ ଯୋଡି ରହିବା ପାଇଁ ଅନେକ ଯୋଜନା କରୁଛି। ଆଉ ଏମିତିରେ ଆଜି ଆମେ ଆପଣଙ୍କୁ ଜଣାଇବୁ ଜିଓଳ ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆର ୨୫୦ ଟଙ୍କାର ପ୍ଲାନ ମଧ୍ୟରୁ କିଏ ଦେଉଛି ଅଧିକ ଫାଇଦା।

ଆପଣ ଏହି କମ୍ପାନୀର ପ୍ଲାନକୁ ଦେଖି ନିଜେ ଚୟନ କରିବେ ଆପଣଙ୍କ ପାଇଁ କେଉଁଟା ଫାଇଦାପୂର୍ଣ୍ଣ ହେବ। ଏହି ସବୁ ପ୍ଲାନରେ ଅନଲିମିଟେଡ୍‌ କଲ ସହିତ ଦିନକୁ ୧GB ରୁ ଅଧିକ ଡାଟା ଅଫର କରାଯାଉଛି। ସେହିପରି କମ୍ପାନୀ ଡିଜିଟାଲ ସର୍ଭିସକୁ ମଧ୍ୟ ଅଫର କରୁଛି।
ଏୟାରଟେଲ ତରଫରୁ ଅଫର କରୁଥିବା ୨୪୯ ଟଙ୍କାର ପ୍ଲାନରେ ଦିନକୁ ୨GB ଡାଟା ଦିଆଯାଉଛି। ଏହି ପ୍ଲାନର ବୈଧତା ରହିଛି ୨୮ ଦିନ।

ଏଥିରେ ଗ୍ରାହକଙ୍କୁ ଅନଲିମିଟେଡ୍‌ ଲୋକାଲ ଏବଂ ଏସଟିିଡି କଲର ମଧ୍ୟ ସୁବିଧା ରହିଛି। ଏହାସହିତ ଏଥିପରେ ପ୍ରତିଦିନ ୧୦୦ ଏସଏମଏସର ମଧ୍ୟ ଅଫର ଦିଆଯାଉଛି। ଏହାର ଅତିରିକ୍ତ ପ୍ଲାନରେ ଓ୍ଵିଙ୍କ ମ୍ୟୁଜିକ ଏବଂ ଏୟାରଟେଲ ଏକ୍ସଟ୍ରୀମ ଆପର ପ୍ରିମିୟମ ସର୍ଭିସ ମଧ୍ୟ ମିଳିବ।
ଏୟାରଟେଲର ଏହି ପ୍ଲାନର ମୁକାବିଲା କରିବ ଜିଓ। ଏହାର ଭ୍ୟାଲିଡିଟୀ ମଧ୍ୟ ୨୮ ଦିନ ରହିଛି। ଏଥିରେ ପ୍ରତିଦିନ ୧୦୦ ଏସଏମଏସର ସୁବିଧା ରହିଛି। ଏହି ପ୍ୟାକ୍‌ ସହିତ ଆପଣ ୧୦ ଟଙ୍କାରୁ ୧୦୦୦ ଟଙ୍କାର ଆଇୟୁସି ଭାଉଚର ମଧ୍ୟ ପାଇବେ।

ଭୋଡାଫୋନର ୨୨୯ ଟଙ୍କାର ପ୍ରିପେଡ୍‌ ପ୍ଲାନରେ ଆପଣ ପ୍ରତିଦିନ ୨GB ୪G/୩G ଡାଟା ମିଳିବ। ଏହି ପ୍ଲାନରେ ମଧ୍ୟ ଅନଲିମିଟେଡ୍‌ ଲୋକାଲ ଏବଂ ଏସିଟିଡି କଲର ସୁବିଧା ରହିଛି। ଏହାଛଡା ୟୁଜର୍ସଙ୍କୁ ଭୋଡାଫୋନ ପ୍ଲେ ଆପ୍‌ ଆକସେସ୍‌ ମଧ୍ୟ ଅଫର ମିଳିବ। କମ୍ପାନୀ ପକ୍ଷରୁ ଆଉ ଏକ ୧୬୯ ଟଙ୍କିଆ ପ୍ଲାନ ମଧ୍ୟ ରହିଛି। ଏହି ପ୍ଲାନରେ ପ୍ରତିଦିନ ୨ ଜିବି ଡାଟା ୪G/୩Gର ଅଫର ମିଳିବ। ଏହାସହିତ ପ୍ଲାନରେ ମଧ୍ୟ ଅନଲିମିଟେଡ୍‌ କଲର ସୁବିଧା ରହିଛି। ଏହି ପ୍ଲାନର ମୁକାବିଲାକ କରିବ ଜିଓର ୧୪୯ ଟଙ୍କିଆ ପ୍ଲାନ।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

1 hour ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

7 hours ago