ଜାଣନ୍ତୁ UAN ଆକ୍ଟିଭେଟ୍‌ କରିବାର ସବୁଠାରୁ ସହଜ ପ୍ରକ୍ରିୟା

ୟୁନିଭର୍ସଲ ଆକାଉଣ୍ଟ ନମ୍ବର (UAN) ର ପ୍ରୟୋଗ ପ୍ରୋଭିଡେଣ୍ଡ ଫଣ୍ଡରେ ଟଙ୍କା ଜମା କରିବା, ଟଙ୍କା ବାହାର କରିବା ଏବଂ ଅନ୍ୟାନ୍ୟ ସୁବିଧା ପାଇଁ କରାଯାଇଥାଏ। ଯଦି ଆପଣଙ୍କ ଦରମାରୁ ପ୍ରୋଭିଡେଣ୍ଟ ଫଣ୍ଡ ବାଲାନ୍ସ କଟୁଛି ଏବଂ ଆପଣ ନିଜର PF ବାଲାନ୍ସ ଚେକ୍‌ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ UAN ନମ୍ବର ଆକ୍ଟିଭେଟ୍‌ କରିବାକୁ ହେବ।

uanସୂଚନା ମୁତାବକ ୟୁନିଭର୍ସଲ ଆକାଉଣ୍ଟ ନମ୍ବର (UAN) କୌଣସି ପ୍ରକାର ଆକ୍ଟିଭେଟ୍‌ ହୋଇପାରିବ। UAN ଆକ୍ଟିଭ ହେବା ପରେ ଆପଣ ନିଜର PF ବାଲାନ୍ସ ଚେକ୍‌ କରିପାରିବେ। ଯଦି ଆପଣଙ୍କୁ ନିଜର UAN ଜଣାନଥାଏ ତେବେ ଆପଣ ସାଲାରୀ ସ୍ଲିପ୍‌ ମାଧ୍ୟମରେ ମଧ୍ୟ ଏହାକୁ ଦେଖିପାରିବେ। ସେହିଭଳି ଯଦି ଆପଣଙ୍କ ପାଖରେ ସ୍ଲିପ୍‌ ନଥାଏ ତେବେ ଆପଣ ନିଜର ଅଫିସ୍‌ ସହ ସମ୍ପର୍କ କରି ନିଜର UAN ନମ୍ବର ଜାଣି ପାରିବେ।

uan1

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.