ପୁଣି ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର, ୩ଟଙ୍କା ୫୦ ପଇସା ବୃଦ୍ଧି କଲେ ସରକାର

କେନ୍ୟୁଜ୍: ପୁଣି ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର । ୧ହଜାର ପାର କଲା ଘରୋଇ ଗ୍ୟାସ ସିଲିଣ୍ଡର। LPG ସିଲିଣ୍ଡର ପିଛା ପୁଣି ୩ଟଙ୍କା ୫୦ ପଇସା ବୃଦ୍ଧି କରିଛନ୍ତି ସରକାର । ମେ ମାସରେ ୨ ଥର ବଢିଲା ଗ୍ୟାସ ସିଲିଣ୍ଡର ଦର।

ଆଜିଠାରୁ ହିଁ ସାରା ଦେଶରେ ନୂଆ ଦର ଲାଗୁ ହୋଇଛି । ଏହା ପୂର୍ବରୁ ମେ ୭ରେ ୫୦ ଟଙ୍କା ବଢିଥିଲା ଘରୋଇ ଗ୍ୟାସ ସିଲିଣ୍ଡର। ଏକ ବର୍ଷ ମଧ୍ୟରେ ଦିଲ୍ଲୀରେ ସବସିଡି ଥିବା ୧୪.୨ କେଜି ଏଲପିଜି ସିଲିଣ୍ଡର ଦାମ୍‌ ୮୦୯ ଟଙ୍କାରୁ ୧,୦୦୩ ଟଙ୍କାରେ ପହଞ୍ଚିଛି। ସେହିପରି କମର୍ସିଆଲ ଗ୍ୟାସ ସିଲିଣ୍ଡର ୮ଟଙ୍କା ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.