ସେୟାର ବଜାରରେ ହାହାକାର, ହଜାର ପଏଣ୍ଟରୁ ଅଧିକ ଖସିଲା ସେନସେକ୍ସ

ମୁମ୍ବାଇ(କେନ୍ଯୁଜ୍): ସେୟାର ବଜାରରେ ହଜାର ପଏଣ୍ଟରୁ ଅଧିକ ଖସିଲା ସେନସେକ୍ସ। ନିଫ୍‌ଟି ୩୧୧ପଏଣ୍ଟ ହ୍ରାସ ପାଇଛି। ଗତକାଲି ଆମେରିକା ସେୟାର ବଜାରରେ ୮ ମାସ ମଧ୍ୟରେ ସବୁଠୁ ବଡ କ୍ଷତି ହୋଇଥିଲା। ଏହାର ପ୍ରଭାବ ସାରା ବିଶ୍ୱର ସେୟାର ବଜାର ଉପରେ ପଡିଛି। ସେହିପରି ଭାରତୀୟ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ମାତ୍ର ୫ ମିନିଟ୍‌ର ନିବେଶକ ୪ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ୬ ମାସର ତଳ ସ୍ତରକୁ ଖସିଛି ସେନ୍‌ସେକ୍ସ ଓ ନିଫ୍‌ଟି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.