ଏବେ ଅନଲାଇନରେ କିଣି ପାରିବେ ପ୍ଲାଷ୍ଟିକ ବୋତଲରେ ନିର୍ମିତ ଚପଲ, ଦାମ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ନିକଟରେ ଆପଣ ଏକ ଖବର ପଢ଼ିଥିବେ ଯେ ଇ-କମର୍ସ ସାଇଟ ଆମାଜନରେ ନଡିଆ ଖୋଳ ବିକ୍ରୀ ହେଉଛି। ଯାହାକୁ ୧,୩୦୦ ଟଙ୍କାରେ ବିକ୍ରୀ କରାଯାଉଥିଲା। ଏହାର ମୂଲ୍ୟକୁ ନେଇ ବିବାଦ ଦେଖାଯିବାରୁ କମ୍ପାନୀ ଏହାର ମୂଲ୍ୟ ୧୫୦ ଟଙ୍କା କରିଦେଇଥିଲେ। ସେହିଭଳି ଜଣେ ମହିଳା ଚମତ୍କାର କରି ଦେଖେଇଛନ୍ତି। ମହିଳା ଜଣକ ପ୍ଲାଷ୍ଟିକ ବୋତଲରେ ଚପଲ ବନାଇଛନ୍ତି। ବ୍ୟବହାର ହେଉନଥିବା ବୋତଲରୁ ଏହି ଚପଲକୁ ତିଆରି କରାଯାଇଛି ଏବଂ ସେଥିରେ ଫିତା ମଧ୍ୟ ଲଗାଯାଇଛି। ମହିଳା ଜଣକୁ ଜୁଗାଡରୁ ତିଆରି କରିଥିବା ଏହି ଚବଲକୁ ଫେସବୁକରେ ବିକ୍ରୀ ପାଇଁ ମଧ୍ୟ ପୋଷ୍ଟ କରିଛନ୍ତି।

ଏହି ଚପଲର ଦାମ ୨୦ ଡଲାର(୧,୪୨୩ ଟଙ୍କା) ରଖାଯାଇଛି। ଏହା ସହିତ ମହିଳା ଜଣଙ୍କ ଏହା ମଧ୍ୟ ଲେଖିଛନ୍ତି ଯେ ଯଦି ଆପଣ ଡେଲିଭରି ଚାର୍ଜ ଦେବାକୁ ଚାହିଁବେ ତ ଦେଇପାରିବେ। କୁହାଯାଉଛି ଯେ ଫେସବୁକରେ ପ୍ଲାଷ୍ଟିକ ବୋତଲରେ ତିଆରି ହୋଇଥିବା ଏହି ଚପଲକୁ ନ୍ୟୁଜଲ୍ୟାଣ୍ଡର ଜଣେ ମହିଳା ଫେସବୁକରେ ବିକ୍ରୀ ପାଇଁ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଲୋକମାନେ ବିଭିନ୍ନ ପ୍ରକାରର କମେଣ୍ଟସ ମଧ୍ୟ ଦେଉଛନ୍ତି। ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି ଏହି ଚପଲକୁ ପିନ୍ଧି ପାଣିରେ ମଧ୍ୟ ଚାଲିପାରିବେ।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

6 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

8 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

14 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

23 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

23 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

41 mins ago