ବ୍ୟବସାୟ ଓ ଅର୍ଥନୀତି

ନ୍ୟାସନାଲ ସିଡ୍‌ କର୍ପୋରେସନ୍‌ ଲିମିଟେଡ୍‌ରେ ଖାଲି ପଡ଼ିଛି ଶତାଧିକ ପଦବୀ, ସେପ୍ଟେମ୍ବର ୧୫ ଯାଏଁ କରିପାରିବେ ଆବେଦନ

ନ୍ୟାସନାଲ ସିଡ୍‌ କର୍ପୋରେସନ୍‌ ଲିମିଟେଡ୍‌(NSCL)ରେ ନିଯୁକ୍ତି ଜାରି ରହିଛି। ଏହି ନିଯୁକ୍ତି ଆସିଷ୍ଟାଣ୍ଟ, ମ୍ୟାନେଜମେଣ୍ଟ ଟ୍ରେନି, ସିନିୟର ଟ୍ରେନି, ଡିପ୍ଲୋମା ଟ୍ରେନି ପଦ ପାଇଁ ଚାଲିଛି। ପୂର୍ବରୁ ଏହି ନିଯୁକ୍ତିର ଆବେଦନ ତାରିଖକୁ ବଢ଼ାଇ ୩୧ ଅଗଷ୍ଟ କରିଦିଆଯାଇଥିଲା। ଏବେ ଏହାକୁ ପୁଣିଥରେ ବଢ଼ାଇ ୧୫ ସେପ୍ଟେମ୍ବର, ୨୦୨୦ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଆବେଦନ ଆରମ୍ଭ- ୩୧ ଜୁଲାଇ,୨୦୨୦
ଆବେଦନ ଶେଷ-୧୫ ସେପ୍ଟେମ୍ବର,୨୦୨୦

ପଦ ବିବରଣୀ:

ଆସିଷ୍ଟାଣ୍ଟ, ମ୍ୟାନେଜମେଣ୍ଟ ଟ୍ରେନି, ଡିପ୍ଲୋମା ଟ୍ରେନି
ମୋଟ ପଦ ସଂଖ୍ୟା: ୨୨୦

ବୟସ ସୀମା:

ସହାୟକ ପଦ ପାଇଁ ସର୍ବାଧିକ ବୟସ ୩୦ ବର୍ଷ
ମ୍ୟାନେଜମେଣ୍ଟ ଟ୍ରେନି, ସିନିୟର/ଡିପ୍ଲୋମା ଟ୍ରେନି ପାଇଁ ସର୍ବାଧିକ ୨୫ରୁ ୨୭ ବର୍ଷ

ଚୟନ ପ୍ରକ୍ରିୟା:

ଲିଖିତ ଓ ସାକ୍ଷାତକାର

ଏମିତି କରନ୍ତୁ ଆବେଦନ:

ନ୍ୟାସନାଲ ସିଡ୍‌ କର୍ପୋରେସନ ଲିମିଟେଡ୍‌ର ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ଆବେଦନ କରିପାରିବେ।

WCW 11

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

13 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

28 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

40 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

41 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago