କେବଳ ୯୯୯ ଟଙ୍କା ଦେଇ ନେଇ ଯାଆନ୍ତୁ ଏହି କମ୍ପାନୀର ଯେକୌଣସି ସ୍କୁଟର

ଅଗଷ୍ଟ ମାସରେ Hero Motocorp ନିଜର ଗ୍ରାହାକ ମାନଙ୍କ ପାଇଁ “ହିରୋ ସ୍କୁଟର୍ସ ମହା କାର୍ନିଭାଲ” ନାମରେ ନିଜର ସମସ୍ତ ସ୍କୁଟର ଉପରେ ଆକର୍ଷକ ଡ଼ିସକାଉଣ୍ଟ ଅଫର ଦେଉଛି । ଏହି ଅଫରରେ ଗ୍ରାହକମାନଙ୍କୁ ଡ଼ିସକାଉଣ୍ଟ, ଲୋୟାଲ୍ଟି ଏବଂ ଏକ୍ସଚେଂଜ ବୋନସର ସୁବିଧା ମଧ୍ୟ ମିଳିବ ।

୯୯୯ ଟଙ୍କାରେ ପାଆନ୍ତୁ ସ୍କୁଟର

Hero Motocorp ହିରୋ ସ୍କୁଟର୍ସ ମହା କାର୍ନିଭାଲ ଗ୍ରାହକ ମାନଙ୍କ ପାଇଁ ଡାଉନ ପେମେଣ୍ଟର ଅଫର ଦେଇଛି । ଏହି ଅଫରରେ ଗ୍ରାହକ ମାନେ କେବଳ ୯୯୯ ଟଙ୍କାରେ କମ ଡାଉନ ପେମେଂଟ ଦେଇ ନିଜର ମନ ମୁତାବକ ସ୍କୁଟର କିଣିପାରିବେ । ଏହାସହିତ ସେମାନେ ବଳକା ପଇସା ସହଜରେ EMI ଦ୍ୱାରା ଦେବାର ସୁବିଧା ରଖାଯାଇଛି । ଏହା ବ୍ୟତୀତ କମ୍ପାନୀ ୬.୯୯ ସର୍ବନିମ୍ନ ଇଂଟରେଷ୍ଟ ରେଟ ମଧ୍ୟ ଉପଲବ୍ଧ କରିଛି ।

ଶିକ୍ଷକ ମାନଙ୍କ ପାଇଁ ରହିବ ଏହି ଡ଼ିସକାଉଣ୍ଟ

ସେପ୍ଟେମ୍ବର ୫ କୁ ଦେଶରେ ଗୁରୁ ଦିବସ ଭାବେ ମନା ଯାଇଥାଏ । ଏହି ଅବସରରେ କମ୍ପାନୀ ଶିକ୍ଷକ ମାନଙ୍କ ପାଇଁ ମଧ୍ୟ ୨୫୦୦ ଟଙ୍କାର ବିଶେଷ ଲାଭ ଦେଉଛି । ଏହି ଅଫର ସମ୍ପର୍କିତ ଅଧିକ ସୂଚନ ଜାଣିବା ପାଇଁ ଆପଣଙ୍କୁ ସିଧାସଳଖ Hero Motocorpର ଡିଲରଙ୍କ ସହ ସମ୍ପର୍କ କରିବାକୁ ପଡିବ ।

ପେଟିଏମରେ ବୁକ କଲେ ମିଳିବ ଏହି ସୁବିଧା

ଯଦି ଆପଣ ହିରୋର ଯେକୌଣସି ସ୍କୁଟରକୁ ପେଟିଏମ ଦ୍ୱାରା ବୁକ କରାଉଛନ୍ତି ତାହେଲେ ଆପଣଙ୍କୁ ୮୫୦୦ ଟଙ୍କାର ଡ଼ିସକାଉଣ୍ଟ ଭାଉଚର ମିଳିବ ଯାହାକୁ ଆପଣ ଭିନ୍ନ ଭିନ୍ନ ସ୍ଥାନରେ ଵ୍ୟଵହାର କରିପାରିବେ । ଡ଼ିସକାଉଣ୍ଟ ଭାଉଚରର ସୂଚନା ଆପଣ ପେଟିଏମ୍ ୱେବସାଇଟରୁ ପାଇଯିବେ ।

ଏକ୍ସଚେଂଜ ଏବଂ ଲୋୟାଲ୍ଟି ବୋନସ

କେବଳ ଏତିକି ନୁହେଁ କମ୍ପାନୀ ନିଜର ଗ୍ରାହକ ମାନଙ୍କ ପାଇଁ ୪୦୦୦ ଟଙ୍କାର ସ୍ପେସିଆଲ ଏକ୍ସଚେଂଜ ବେନିଫିଟ ଏବଂ ୨୦୦୦ ଟଙ୍କାର ଲୋୟାଲ୍ଟି ବେନିଫିଟ ଅଫର ମଧ୍ୟ ଆଣିଛି । ଗ୍ରାହକ ନିଜର ଆବଶ୍ୟକତା ହିସାବରେ ଏହାକୁ ବାଛି ପାରିବେ । ଏହି ଅଫର କେବଳ ୩୧ ଅଗଷ୍ଟ ପର୍ଯ୍ୟନ୍ତ ରହିବ ।

ଏହାସହ ପଢନ୍ତୁ Flipkart ର ଗ୍ରାଣ୍ଡ ଗ୍ୟାଜେଟ ସେଲ, ୧୮,୯୯୦ ଟଙ୍କାରେ ଲାପଟପ ଓ ୩୯୯୯ ଟଙ୍କାରେ କିଣନ୍ତୁ ଟାବଲେଟ

ଯେକୌଣସି ଅଫରର ସମ୍ପୂର୍ଣ ସୂଚନା ନଜାଣି ଆପଣ ସଉଦା କରନ୍ତୁ ନାହିଁ । ଆପଣ ସେହି ମଡେଲ ବାଛନ୍ତୁ ଯାହା ଆପଣଙ୍କୁ ପସନ୍ଦ ଅଟେ । କାରଣ ଡ଼ିଲରସିପ ସାଧାରଣତଃ ସେହି ପ୍ରଡକ୍ଟ ବିକ୍ରି କରିଥାଏ ଯାହାର ବଜାରରରେ କମ ଡିମାଣ୍ଡ ଥାଏ । ଆପଣଙ୍କୁ ସଠିକ ସୂଚନା ଦେବା ଆମର ଉଦ୍ଦେଶ୍ୟ ।

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

37 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

43 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago