ବ୍ୟବସାୟ ଓ ଅର୍ଥନୀତି

ପେଟିଏମରେ ଏବେବି ଚାଲୁଛି Valentine’s Day ଅଫର, କ୍ୟାସବ୍ୟାକ୍‌ କେମିତି ପାଇବେ ଜାଣନ୍ତୁ

ପେଟିଏମରେ ଏବେ ପର୍ଯ୍ୟନ୍ତ ବି ଚାଲୁଛି ଭାଲେଣ୍ଟାଇନ୍ସ ଡେ କ୍ୟାସବ୍ୟାକ୍‌ ଅଫର । ଏହାର ଫାଇଦା ଉଠାଇ ଆପଣ କ୍ୟାସବ୍ୟାକ୍‌ ହାସଲ କରିପାରିବେ । କମ୍ପାନୀର ଏହି ଭାଲେଣ୍ଟାଇନ୍‌ ଡେ ଅଫର ୧୩ ଫେବୃୟାରୀରେ ଆରମ୍ଭ ହୋଇଥିଲା । ଏହି ଜବରଦସ୍ତ ଅଫରକୁ ନେଇ କୁହାଯାଉଛି ଯେ ୨୦ ଫେବୃୟାରୀ ପର୍ଯ୍ୟନ୍ତ ଏହି ଭାଲେଣ୍ଟାଇନ୍‌ ଅଫର ଜାରି ରହିବ ।

ପେଟିଏମ୍‌ ଭାଲେଣ୍ଟାଇନ୍‌ ଡେ ଅଫରରେ ଆପଣ ୧୪୦ ଟଙ୍କା ପର୍ଯ୍ୟନ୍ତର କ୍ୟାସବ୍ୟାକ୍‌ ଆର୍ନ କରିପାରିବେ । ଏଥିପାଇଁ ଆପଣଙ୍କୁ Paytm UPI, Paytm Wallet ପୋଷ୍ଟପେଡ କିମ୍ବା ଅନ୍ୟ ମେଥୋଡର ବ୍ୟବହାର କରିବାକୁ ହେବ । କମ୍ପାନୀ Love & Affection କାର୍ଡ ଦେଉଛି ।

ଏହାବ୍ୟତୀତ ପେଟିଏମକୁ ଏଣ୍ଟରଟେନମେଣ୍ଟ ଏବଂ ଡିନର କାର୍ଡ ମଧ୍ୟ ଦେଉଛି । ଅର୍ଥାତ୍‌ ଟୋଟାଲ ତିନି-ତିନି କାର୍ଡ କମ୍ପାନୀ ଅଫର କରୁଛି । ସମସ୍ତ ୯ଟି କାର୍ଡ ହାସଲ କରୁଥିବା ୟୁଜର୍ସଙ୍କୁ ୧୪ ହଜାର ପେଟିଏମ ପଏଣ୍ଟ ଦିଆଯିବ । ଏହାର ଭ୍ୟାଲୁ ୧୪୦ ଟଙ୍କା ରହିଛି ।

ଯେମିତିକି ଆମେ ଆପଣଙ୍କୁ କହିଲୁ ଆପଣ ଏହି ଅଫରର ଫାଇଦା ୧୩ ରୁ ୨୦ ଫେବୃୟାରୀ ସୁଦ୍ଧା ଉଠାଇପାରିବେ । ଏହି କାର୍ଡସକୁ ହାସଲ କରିବା ପାଇଁ ୟୁଜର୍ସଙ୍କୁ ପେଟିଏମ ଆପ୍‌ ଜରିଆରେ ପେମେଣ୍ଟ କରିବାକୁ ହେବ । ପେମେଣ୍ଟକୁ ଆପଣ ଉଭୟ ଅନଲାଇନ୍‌ କିମ୍ବା ଅଫଲାଇନ୍‌ ଷ୍ଟୋର୍ସରେ କରିପାରିବେ ।

କ୍ୟାସବ୍ୟାକ୍‌ ପଏଣ୍ଟସ ପେଟିଏମ ୟୁଜର୍ସଙ୍କ ପାଇଁ ଏକ୍ସକ୍ଲୁସିଭ୍‌ ରିଓ୍ଵାର୍ଡ ପ୍ରୋଗ୍ରାମ ଅଟେ । ପେଟିଏମ ଆପରେ ପେମେଣ୍ଟ କରିବା ଦ୍ୱାରା ୟୁଜର୍ସ ପଏଣ୍ଟସ୍‌ ଆର୍ନ କରିପାରିବେ । ୟୁଜର୍ସ ମନି ଆଡ୍‌ କରିବା ଦ୍ୱାରା, ଟଙ୍କା ଟ୍ରାନ୍ସଫର କରିବା ଦ୍ୱାରା, ମୋବାଇଳ ରିଚାର୍ଜ କରିବା କିମ୍ବା ୟୁଟିଲିଟୀ ବିଲ୍‌ ପେମେଣ୍ଟ କରିବା ଉପରେ ପଏଣ୍ଟସ ହାସଲ କରିପାରିବେ ।

ପେଟିଏମ ଭାଲେନଣ୍ଟାଇନ୍ସ କାର୍ଡସ ହାସଲ କରିବା ପାଇଁ ଆପଣଙ୍କୁ ପେଟିଏମ ଆପ୍‌ ଜରିଆରେ ପେମେଣ୍ଟ କରିବାକୁ ହେବ । ଏହାପରେ ଆପଣଙ୍କୁ ପେଟିଏମ କ୍ୟାସବ୍ୟାକ୍‌ ଅଫର ସେକ୍ସନରେ ଯିବାକୁ ହେବ । ଏହାପରେ ସ୍କ୍ରଲ ଡାଉନ୍‌ କରି ପ୍ଲେ ଆଣ୍ଡ ଓ୍ଵିନ୍‌ ଆପ୍‌ ଟୁ ୧୪୦୦୦ କ୍ୟାସବ୍ୟାକ୍‌ ପଏଣ୍ଟସ ଥିବା ବ୍ୟାନର ଉପରେ ଟ୍ୟାପ୍‌ କରିବାକୁ ହେବ ।

ୟୁଜର୍ସ ୯ଟି କାର୍ଡସ କଲେକ୍ଟ କରିପାରିବେ ଏବଂ ତାକୁ ପୁଣିଥରେ ସ୍କ୍ରାଚ୍‌ କରିପାରିବେ । ୟୁଜର୍ସ ନିଜର ଫ୍ରେଣ୍ଡସଙ୍କ ସହ ଏକ୍ସଟ୍ରା କାର୍ଡ ପାଇଁ ରିକ୍ୱେଷ୍ଟ କିମ୍ବା ଗିଫ୍ଟ କରିପାରିବେ । ଏହି ସ୍କ୍ରାଚ୍‌ ମିଳିବାର ତିନି ଦିନ ପରେ ମଧ୍ୟ ଆପଣ ଏହାକୁ ଅନଲକ୍‌ କରିବେ ତ ଏହା ଏକ୍ସପାୟାର ହୋଇଯାଇଥାଏ ।

Pritiparna

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

7 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

22 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

32 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

41 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

56 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago