Hyundai ସହ ହାତ ମିଳାଇଲା Uber, ନିର୍ମାଣ କରିବେ ଆକାଶରେ ଉଡିପାରୁଥିବା ଇଲେକ୍ଟ୍ରିକ ଟ୍ୟାକ୍ସି

ହ୍ୟୁଣ୍ଡାଇ ମୋଟର କମ୍ପାନୀ ଓ ଆପ ଆଧାରିତ ଟ୍ୟାକ୍ସି ସେବା ପ୍ରଦାନକାରୀ କମ୍ପାନୀ ‘ଉବର’ ଉଡ଼ନ୍ତା ଟ୍ୟାକ୍ସି ନିର୍ମାଣ କରିବା ପାଇଁ ନିଜ ଭିତରେ ଏକ ବୁଝାମଣା ସ୍ଵାକ୍ଷର କରିଛନ୍ତି । କମ୍ପାନୀ ନିଜର ଏୟାରକ୍ରାଫ୍ଟ କନସେପ୍ଟକୁ ଏକ ଇଲେକ୍ଟ୍ରିକ ସୋ’ ୨୦୨୦ରେ ହିଁ ଦୁନିଆ ସାମ୍ନାକୁ ଆଣିଛି। ସୂତ୍ର ଅନୁଯାୟୀ ଏହି ଏୟାର କ୍ରାଫ୍ଟ କନସେପ୍ଟକୁ ନାଶା ଦ୍ୱାରା ପ୍ରେରିତ ଏକ ଡିଜାଇନ ଆଧାରରେ ହିଁ ନିର୍ମାଣ କରାଯାଇଛି । ଏହି ପାର୍ଟନରସିପରେ ହ୍ୟୁଣ୍ଡାଇ କମ୍ପାନୀ ଶୂନ୍ୟରେ ଉଡୁଥିବା ଯାନ ବନାଇବ ଓ ଚଲାଇବ । ଯେବେକି ଉବର ଏହି ଏୟାର ଭେହିକଲକୁ ଏୟାରସ୍ପେସ ସପୋର୍ଟ ଦେବା ସହ ଗ୍ରାଉଣ୍ଡ ଟ୍ରାନ୍ସପୋର୍ଟସେନ ସହ ସମ୍ପର୍କ କରାଇବ । ଏହାବାଦ କମ୍ପାନୀ କଷ୍ଟମର ଇଣ୍ଟରଫେସ ଉପଲବ୍ଧ କରାଇବ ।

ହ୍ୟୁଣ୍ଡାଇ ଉବର ସହ ମିଶି ପରସନାଲ ଏୟାର ଭେହିକଲ ମଡେଲ, ଏସ-ଏ୧ ଉପରେ କାମ କରିବ । ଏରିଆଲ ରାଇଡ ସେୟାରିଂକୁ ଉଚ୍ଚ ସ୍ଥାନରେ ଇନୋଭେଟିଭ ଡିଜାଇନ ପ୍ରୋସେସ ସହାୟତାରେ କାମ କରିବ । ଏହାକୁ ଏମିତି ଭାବେ ଡିଜାଇନ କରାଯାଇଛି ଯେ ଯାହାକି ୧୦୦୦ ରୁ ୨୦୦୦ ଫୁଟ ଉଚ୍ଚତାରେ ବି ଘଣ୍ଟା ପ୍ରତି ୨୯୦ କିଲୋମିଟର ହିସାବରେ ଉଡ଼ିପାରିବ । ଖାଲି ସେତିକି ନୁହେଁ ଲଗାତାର ଏହି ଜାନକୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ଉଡାଯାଇପାରିବ । ଆହୁରି ମଧ୍ୟ ୧୦୦ ପ୍ରତିଶତ ଇଲେକ୍ଟ୍ରିକ ଚାଳିତ ହେବ ।

ଜରୁରୀ ସମୟରେ ଏହାକୁ ଚାର୍ଜ କରିବା ପାଇଁ ମାତ୍ର ୫ ରୁ ୭ ମିନିଟ ସମୟ ଲାଗିବ । ପ୍ରଥମେ ଏହାକୁ ପାଇଲଟ ଚଳାଉଥିବା ବେଳେ କିଛି ଦିନ ପରେ ବିନା ପାଇଲଟରେ ହିଁ ଏହାକୁ ଚଲାଯାଇପାରିବ । ଏହାର କ୍ୟାବିନକୁ ୪ ଜଣ ବସିବା ପାଇଁ ହିଁ ଡିଜାଇନ କରାଯାଇଛି । ଅନ୍ୟପକ୍ଷରେ ନାଶା ତରଫରୁ ଜାରି କରାଯାଇଥିବା ଏହି ଡିଜାଇନକୁ କେତେକ ବଡ଼ ବଡ଼ କମ୍ପାନୀ କାର୍ଯ୍ୟ କରୁଥିବାର ଜଣାଯାଇଛି ।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

17 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

26 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago