ବ୍ୟବସାୟ ଓ ଅର୍ଥନୀତି

ସରକାରୀ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, NCL ରେ ଖାଲିପଡିଛି ୫୧୨ ପଦବୀ

ସରକାରୀ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ।NCL ପକ୍ଷରୁ ଖାଲି ପଡିଛି ୫୧୨ ପଦବୀ। ନର୍ଦନ କୋଲଫିଲ୍ଡସ୍‌ ଲିମିଡେଟ୍‌ ପକ୍ଷରୁ ୫୧୨ ପଦବୀ ଖାଲିପଡିଛି। ଯେଉର୍ଥିରେ ଆସିଷ୍ଟାଣ୍ଟ ଫୋରମେନ ( ଇ ଆଣ୍ଡ ଟି), ଆସିଷ୍ଟାଣ୍ଟ ଫୋରମେନ (ମେକାନିକାଲ) ଇତ୍ୟାଦି ଅନେକ ପଦବୀ ଖାଲି ପଡିଛି। ଏହିସବୁ ପଦବୀରେ ଆବେଦନ କରିବାର ଶେଷ ତାରିଖ ୨୫ ଅଗଷ୍ଟ ରହିଛି। ଇଚ୍ଛକୁ ଏବଂ ଯୋଗ୍ୟ ପ୍ରାର୍ଥୀ ଅଗଷ୍ଟ ୩ରୁ ଅନଲାିନ ଆବେଦନ କରିପାରିବେ।

ପଦବୀ ବିବରଣୀ :

ଆସିଷ୍ଟାଣ୍ଟ ଫୋରମେନ ( ଇ ଆଣ୍ଡ ଟି ) ଟ୍ରେନି : ୦୭

ଆସିଷ୍ଟାଣ୍ଟ ଫୋରମେନ ( ମେକାନିକାଲ ) ଟ୍ରେନି : ୭୨

ଟେକ୍‌ନିସିଆନ ଫିଟର :୧୪୯

ଟେକନିସିଆନ ଇଲେକ୍ଟ୍ରିସିଆନ : ୧୭୪

ଟେକ୍‌ନସିଆନ ଟ୍ରେନର : ୧୯

ଟେକ୍‌ନସିଆନ ମେସିନିଷ୍ଟ : ୦୮

ଟେକ୍‌ନସିଆନ ବ୍ଲେଡର : ୮୩

ଯୋଗ୍ୟତା : ବିଭିନ୍ନ ପ୍ରଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ରହିଛି।

ବୟସ ସୀମା : ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ଅଧିକତମ ବର୍ଷ ୩୦ ବର୍ଷ ହୋଇଥିବା ଆବଶ୍ୟକ।

ଦରମା : ଆସିଷ୍ଟାଣ୍ଟ ପଦବୀ ପାଇଁ ସର୍ବନିମ୍ନ ୩୧ ହଜାର ଟଙ୍କା ରହିଛି।

ଇଚ୍ଛୁକ ପ୍ରାର୍ଥୀ NCL ର ଅଫିସିଆଲ େଓ୍ଵବସାଇଟକୁ ଯାଇ nclcil.in ରେ ଆବେଦନ କରିପାରିବେ।

Swagatika

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

15 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

23 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

39 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago