SBI PO 2020 : ୟୁଟ୍ୟୁବର ଏହି ଫ୍ରି କୋର୍ସରୁ କରନ୍ତୁ ପରୀକ୍ଷା ପାଇଁ ପ୍ରସ୍ତୁତି, ଏଠାରେ ଏକ୍ସପର୍ଟମାନେ କରୁଛନ୍ତି ଗାଇଡ଼

ଯଦି ଆପଣ ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଚାକିରି ପାଇବାକୁ ସ୍ୱପ୍ନ ଦେଖଛନ୍ତି, ତେବେ ପ୍ରସ୍ତୁତ ହୋଇଯାଆନ୍ତୁ । SBI ତରଫରୁ 2000 PO ପୋଷ୍ଟ ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି । ଆଗ୍ରହି ପ୍ରାର୍ଥୀମାନେ 4 ଡିସେମ୍ବର 2020 ପୂର୍ବରୁ sbi.co.in ପରିଦର୍ଶନ କରି ଅନଲାଇନରେ ଆବେଦନ କରିପାରିବେ । ଏହାର ପ୍ରିଲିମ୍ସ 31 ଡିସେମ୍ବରରୁ 5 ଜାନୁୟାରୀ ମଧ୍ୟରେ କରାଯିବ ।

SBI PO ପରୀକ୍ଷା ବଡ଼ ଆକାରରେ କରାଯାଇଥାଏ । ପ୍ରତ୍ୟେକ ଥର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ଆବେଦନ କରନ୍ତି । ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଆରମ୍ଭରୁ ଆପଣଙ୍କୁ ଜଣେ ଭଲ ଗାଇଡ଼ ଆବଶ୍ୟକ ହୋଇଥାଏ । ଏହି ପ୍ରତିଯୋଗିତାକୁ ଧ୍ୟାନରେ ରଖି Safalta.com ଏକ ଫ୍ରି ୟୁଟ୍ୟୁବ୍ ବ୍ୟାଚ୍ ଆଣିଛି । ଏହି ଫ୍ରି କୋର୍ସ 6 ଦିନର ରହିବ, ଯେଉଁଥିରେ ପ୍ରତ୍ୟେକ ବିଷୟର ଏକ୍ସପର୍ଟ ଟିଚର୍ସ ଆପଣଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତିରେ ଗାଇଡ଼ କରିବେ ।

SBI PO Notification 2020 Released sbi.co.in: Check out details here

ଏହି 6 ଦିନିଆ ପାଠ୍ୟକ୍ରମ ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା । ଏଠାରେ ଆପଣ ପ୍ରତିଦିନ 1 ଘଣ୍ଟା ଲାଇଭ୍ ସେସନ ପାଇବେ । ଏଠାରେ ଇଂଲିସ, ରିଜୋନିଙ୍ଗ ଏବଂ ଗଣିତ ତିନୋଟି ବିଷୟ ଉପରେ 2-2ଟି କ୍ଲାସେସ ହେବ । SBI PO ପରୀକ୍ଷାରେ ଦିନକୁ ଦିନ ପ୍ରତିଯୋଗିତା କଠିନ ହେଉଥିବାରୁ , ଏହି 6 ଦିନିଆ ମାଗଣା ପାଠ୍ୟକ୍ରମ ଆପଣଙ୍କ ପାଇଁ ସଞ୍ଜୀବନୀ ବୁଟିର କାମ କରିପାରେ । ଏହି ମାଗଣା ବ୍ୟାଚରେ ଆପଣଙ୍କୁ ପ୍ରିଲିମ୍ସ ଠୁ ନେଇ ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ଗାଇଡ଼ କରାଯିବ ।

ତେବେ ଆପଣ ଯଦି ଏହି ଫ୍ରି କୋର୍ସର ଲାଭ ଉଠାଇବାକୁ ଚାଁହୁଛନ୍ତି ତାହେଲେ ଆଜି ହିଁ Https://forms.gle/9bhygHzvPpca7zWN8 ରେ ଯାଇ ରେଜିଷ୍ଟ୍ରେସନ କରନ୍ତୁ । ପାଠ୍ୟକ୍ରମ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା ପାଇଁ ଆଜି safalta.com ପରିଦର୍ଶନ କରନ୍ତୁ । ଏହାସହିତ https://bit.ly/3q5mZea ରେ ଭିଜିଟ କରି ମଧ୍ୟ ଆପଣ ଏ ସମ୍ପର୍କରେ ଜାଣିପାରିବେ ।

 

Leave A Reply

Your email address will not be published.