Realme ‘Holi Days’ ସେଲ୍‌ : ବଜେଟ ସ୍ମାର୍ଟଫୋନରେ ମିଳୁଛି ଦମଦାର ରିହାତି

ନୂଆଦିଲ୍ଳୀ : ଯଦି ଆପଣ ଏହି ମଧ୍ୟରେ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଦମଦାର ଅଫର । ଆଗକୁ ଆସୁଥିବା ହୋଲିକୁ ନଜର ରହି ଆରମ୍ଭ ହୋଇଛି Realme ‘Holi Days’ ସେଲ । ଏହା ଆଜି ଅର୍ଥାତ୍‌ ୧୩ ମାର୍ଚ୍ଚରୁ ବିଭିନ୍ନ ଇକମର୍ସ ସାଇଟ ଯଥା Amazon, Flipkart ଏବଂ Realme ଆଧିକାରୀକ ଷ୍ଟୋରରେ ଆରମ୍ଭ ହୋଇଛି । ଏହାକୁ ଦୁଇ ଦିନ ପାଇଁ ଆୟୋଜିତ କରାଯାଇଛି । ଏହି ସେଲରେ ଗତ ବର୍ଷ ଲଞ୍ଚ ହୋଇଥିବା Realme U1, Realme C1 ଏବଂ Realme 2 Pro ସ୍ମାର୍ଟଫୋନରେ ଦମଦାର ରିହାତି ମିଳିବ । ଏଥିରେ ଗ୍ରାହକଙ୍କୁ ୧ହଜାର ପର‌୍ୟ୍ୟନ୍ତ ରିହାତି ମିଳିବ । ଆସନ୍ତୁ ଜାଣିବା କଣ ରହିଛି ଅଫର ।

ଏହି ଅଫରରେ Realme U1 ସ୍ମାର୍ଟଫୋନ କିଣିବା ଦ୍ୱାରା ଗ୍ରାହକଙ୍କୁ ୧୦୦୦ ଟଙ୍କାର ରିହାତି ମିଳିବ । ଏହାର ବେସ ବେରିଏଣ୍ଟକୁ ଆପଣ ମାତ୍ର ୯,୯୯୯ଟଙ୍କାରେ କିଣି ପାରିବୋ ସେହିପରି Realme 2 Pro ମୋବାଇଲରେ ମଧ୍ୟ ୧୦୦୦ଟଙ୍କାର ରିହାତି ମିଳିବା । ଆପଣଙ୍କୁ ରିୟଲମି ସି୧ରେ ୯୯ଟଙ୍କାର ଏକ ମୋବାଇଲ ପ୍ରୋଟେକ୍ସନ ମିଳିବ । ଯାହାକୁ ଆପଣ ଷ୍ଟୋରରୁ କରିପାରିବୋ

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

11 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

19 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

36 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago