ପାୱାର ଗ୍ରୀଡ କର୍ପୋରେସନ ଅଫ ଇଣ୍ଡିଆ ଲିମିଡେଟ୍(PGCIL)ରେ ୧୧୧୦ ପଦବୀ ଖାଲି, ଜଲଦି କରନ୍ତୁ ଆବେଦନ

ପାୱାର ଗ୍ରୀଡ କର୍ପୋରେସନ ଅଫ ଇଣ୍ଡିଆ ଲିମିଡେଟ୍(PGCIL)ରେ କାମ କରିବା ପାଇଁ ଇଚ୍ଛା ରଖିଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତ ସରକାରଙ୍କ ବିଦ୍ଯୁତ ମନ୍ତ୍ରଣାଳୟ ଅଧିନ ଏବଂ ସାର୍ବସଜୀନ କ୍ଷେତ୍ରରେ ମହାରତ୍ନ କମ୍ପାନୀ ପିଜିସିଆଇଏଲ ଦିଲ୍ଲୀ, ହରିଆଣା, ୟୁପି, ରାଜସ୍ଥାନ, ବିହାର, ପଞ୍ଜାବ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ଯରେ ୧୧୧୦ ପଦବୀ ଖାଲିପଡିଛି। ଏହି ଭର୍ତ୍ତିରେ ଆଇଟିଆଇ ଅପାରଣ୍ଟିସ, ଡିପ୍ଲୋମା ଅପାରଣ୍ଟିସ, ଗ୍ରାଜୁଏଟ ଅପାରଣ୍ଟିସ ଏବଂ ଏଚଆର ଏକ୍ଜୁକ୍ଯୁଟିଭି ସାମିଲ ରହିଛି।

PGCIL ଦ୍ବାରା ଅଫିସିଆଲ ୱେବସାଇଟ powergridindia.comକୁ ଯାଇ ନୋଟିଫିକେସନ ମୁତାବକ ଅଭ୍ଯାର୍ଥୀ ଫର୍ମ ନିର୍ଦ୍ଧାରିତ ତାରିଖ ସୁଦ୍ଧା ପଠାଇଦିଅନ୍ତୁ। ଏହା ପରେ ପ୍ରାର୍ଥୀ ଫର୍ମକୁ ଗ୍ରହଣ କରାଯିବ ନାହିଁ। ଆବେଦନ କରିବା ପୂର୍ବରୁ ପ୍ରାର୍ଥୀ ନିଜର ଫଟୋ, ଦସ୍ତଖତ, ୧୦/୧୨/ଡିଗ୍ରୀ/ଡିପ୍ଲୋମା ସାର୍ଟିଫିକେଟ, ମାର୍କସିଟିକୁ ସ୍କାନ କରି କପିକୁ ପ୍ରଥମରୁ ସେଭ କରିଦିଅନ୍ତୁ।

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୨୦ ଅଗଷ୍ଟ ୨୦୨୧ ରହିଛି।

ଆବେଦନ ଯୋଗ୍ଯତା: ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଯୋଗ୍ଯତା ନିର୍ଦ୍ଧାରଣ କରାଯାଇଛି।

ଏମିତି କରନ୍ତୁ ଆବେଦନ : ଇଚ୍ଛୁକ ଓ ଯୋଗ୍ଯ ପ୍ରାର୍ଥୀ ଅଫିସିଆଲ ୱେବସାଇଟ powergridindia.com କୁ ଯାଇ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ସଂପୂର୍ଣ୍ଣ ବିବରଣୀ ୱେବସାଇଟରେ ଦିଆଯାଇଛି।

Leave A Reply

Your email address will not be published.