ଖାଲି ପଡ଼ିଛି ୩୮୦ଟି ମେଡିକାଲ ଅଫିସର ପଦବୀ, ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀ ତୁରନ୍ତ କରନ୍ତୁ ଆବେଦନ

ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ। ଏଣୁ ସମସ୍ତେ ଡାକ୍ତରୀ ବିଜ୍ଞାନରେ କ୍ୟାରିୟର ଗଢ଼ିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଆପଣ ବି ଯଦି ମେଡିକାଲରେ କାମ କରିବାକୁ ଇଚ୍ଛା କରୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କରୋନା ଆତଙ୍କ ମଧ୍ୟରେ ଝାଡ଼ଖଣ୍ଡ ପବ୍ଲିକ୍‌ ସର୍ଭିସ କମିଶନ(ଜିପିଏସ୍‌ସି) ୩୮୦ ମେଡିକାଲ ଅଫିସର ପଦ ପାଇଁ ଆବେଦନ ଚାହୁଁଛନ୍ତି। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ୨୦୨୦ ଜୁନ୍‌ ୫ ପର୍ଯ୍ୟନ୍ତ ଆବେଦନ କରିପାରିବେ।

How To Promote A Pharmaceutical Business?

ବୟସ ସୀମା: ୨୩-୩୫ ବର୍ଷ

ଶିକ୍ଷାଗତ ଯୋଗ୍ୟତା: ଏମ୍‌ବିବିଏସ୍‌ ଡିଗ୍ରୀ

ଅଭିଜ୍ଞତା: ୧ ବର୍ଷ

ନିଯୁକ୍ତି ପ୍ରକ୍ରିୟା: ଲିଖିତ ଓ ଇଣ୍ଟରଭ୍ୟୁ

ଆବେଦନ ଶୁଳ୍କ: ସାଧାରଣ ବର୍ଗଙ୍କ ପାଇଁ ୬୦୦ ଟଙ୍କା(ବ୍ୟାଙ୍କ ଚାର୍ଜ ବ୍ୟତୀତ)

ଏସ୍‌ସି, ଏସ୍‌ଟି, ପଛୁଆବର୍ଗ: ୧୫୦ ଟଙ୍କା

ଆବେଦନ ଶେଷ ତାରିଖ: ୫ ଜୁନ୍‌,୨୦୨୦

ଅଧିକ ସୂଚନା ପାଇଁ ଅଫିସିଆଲ ୱେବସାଇଟ୍‌ http://www.jpsc.gov.in/ କୁ ଯାଆନ୍ତୁ।

Leave A Reply

Your email address will not be published.