ନ୍ଯାସନାଲ ହେଲଥ ମିଶନରେ ଖାଲିପଡିଛି ୬୨୦ ଲ୍ଯାବ୍ ଟେକ୍ନିସିଆନ୍ ପଦବୀ, ଜଲଦି କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ମଧ୍ୟପ୍ରଦେଶର ଲକ୍ଷ ଲକ୍ଷ ଯୁବପିଢିଙ୍କ ପାଇଁ ଖୁସି ଖବର। ମଧ୍ୟପ୍ରଦେଶ ନ୍ଯାସନାଲ ହେଲଥ ମିଶନ(NHMMP) ଅଧିନରେ ଲ୍ଯାବ ଟେକନିସିଆନ ପଦବୀରେ ନିଯୁକ୍ତି ହେଉଛି। ଏହି ପଦବୀରେ ଆବେଦନ କରିବାକୁ ଥିବା ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଅଫିସିଆଲ ୱେବସାଇଟ http://www.nhmmp.gov.in/ କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଅନଲାଇନର ଆବେଦନ କରିବାର ଶେଷ ତାରିଖ ୨୫ ଜାନୁଆରୀ ୨୦୨୧ ରହିଛି।

ପଦବୀ: ଲ୍ଯାବ ଟେକ୍ନିସିଆନ(୬୨୦)

ସାମାନ୍ଯ ବର୍ଗ: ୧୬୮
EWS ବର୍ଗ: ୬୨
ଅନୁସୂଚିତ ଜାତି: ୧୨୪
ଅନୁସୂଚିତ ଜନଜାତି: ୯୯
OBC: ୧୬୭

ଆବେଦନ କରିବାର ଶେଷ ତାରିଖ ୨୫ ଜାନୁଆରୀ ।

job

ଶିକ୍ଷାଗତ ଯୋଗ୍ଯତା: ଲ୍ଯାବ ଟେକନସିଆନ ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଖରେ B.sc(MLT), B.M.L.T ମେଡିକାଲ ଲାବ୍ରୋଟେରୀ ଟେକ୍ନୋଲୋଜିରେ ଡିପ୍ଲୋମା କରିଥିବା ଆବଶ୍ଯକ।

ବୟସ ସୀମା: ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୪୦ ବର୍ଷ ବୟସ ହୋଇଥିବା ଆବଶ୍ଯକ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ

https://mpnhm.samshrm.com/

http://www.nhmmp.gov.in/WebContent/HR/vacancy/LT_ADV.pdf

Leave A Reply

Your email address will not be published.