ଭୁବନେଶ୍ୱର ICT-IOCରେ ଖାଲିପଡିଛି ଫାକଲ୍ଟି ପଦବୀ, ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱରରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ତା’ ପୁଣି ମୋଟା ଅଙ୍କର ଦରମାରେ। ଭୁବନେଶ୍ୱରICT-IOCରେ ଖାଲିପଡିଛି ଫାକଲ୍ଟି ପଦବୀ। ଯଦି ଆପଣ ଚାହୁଁଛନ୍ତି, ତେବେ ତୁରନ୍ତ କରନ୍ତୁ ଆବେଦନ।

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୨୮ ଫେବୃଆରୀ ୨୦୨୨ ରହିଛି।

ପଦବୀ ବିବରଣୀ : ୨୧

ଆସୋସିଏଟ୍‌ ପ୍ରଫେସର:

କେମିକାଲ ଇଂଜିନିୟରିଂ ପ୍ରଫେସର: ୧

ଫାଇବର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି: ୧

ଫୁଡ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି: ୧

ଫାର୍ମାସ୍ୟୁଟିକାଲ ଟେକ୍ନୋଲୋଜି: ୧

ଏନର୍ଜି ଇଂଜିନିୟରିଂ: ୧

ମାଟେରିଆଲସ ଆଣ୍ଡ ପଲିମର ଇଂଜିନିୟରିଂ: ୧

ଫଟୋକେମିକାଲ ଇଂଜିନିୟରିଂ: ୧

କେମେଷ୍ଟ୍ରି ପ୍ରଫେସର: ୧

ଆସିଷ୍ଟାଣ୍ଟ ପ୍ରଫେସର:

କେମିକାଲ ଇଂଜନିୟରିଂ: ୪

ମେକାନିକାଲ ଇଂଜିନିୟରିଂ: ୧

ଇଲେକ୍ଟ୍ରିକାଲ/ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଷ୍ଟମେସନ: ୧

ଫାଇବର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି: ୧

ଫୁଡ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି:୧

ଫାର୍ମାସ୍ୟୁଟିକାଲ ଟେକ୍ନୋଲୋଜି: ୧

ଏନର୍ଜି ଇଂଜିନିୟରିଂ: ୧

ମାଟେରିଆଲ୍ସ ଆଣ୍ଡ ପଲିମର ଇଂଜିନିୟରିଂ: ୧

ପେଟ୍ରୋକେମିକାଲ ଇଂଜିନିୟରି: ୧

କମ୍ୟୁନିକେସନ ସ୍କିଲ ଆଣ୍ଡ ହ୍ୟୁମାନିଟି: ୧

ଶିକ୍ଷାଗତ ଯୋଗ୍ୟତା: ଆସୋସିଏଟ ପ୍ରଫେସର ପାଇଁ ଇଂଜିନିୟରିଂ/ ଟେକ୍ନୋଲୋଜି/ ଫାର୍ମାସି/ ସାଇନ୍ସରେ ପିଏଚଡି କରିଥିବା ଜରୁରୀ। ଅଧିକ ଜାଣିବା ପାଇଁ ନୋଟିଫିକେସନ ପଢନ୍ତୁ।

ବୟସ ସୀମା: ଆବେଦନକାରୀଙ୍କ ବୟସ ୫୦ ବର୍ଷରୁ ଅଧିକ ନ ହେବା ଜରୁରୀ। ସେମାନଙ୍କ ପାଖରେ ଶିକ୍ଷାଗତ ଯୋଗ୍ୟତା ସହିତ ଅଭିଜ୍ଞତା ଥିବା ମଧ୍ୟ ଜରୁରୀ।

ଦରମା: ଆସୋସିଏଟ୍‌ ପ୍ରଫେସର ପଦବର ପାଇଁ ବେସିକ ଦରମା ୧,୩୧,୪୦୦ ଟଙ୍କା ମାସିକ ରହିଥିବା ବେଳେ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ୫୭,୭୦୦ ଟଙ୍କା ଦରମା ରହିବ।

ଆବେଦନ ଶୁଳ୍କ: ସାଧାରଣ ବର୍ଗ ପାଇଁ ଆବେଦନ ଶୁଳ୍କ ୧୦୦୦ ଟଙ୍କା ରହିଥିବା ବେଳେ ଅନ୍ୟ ଆବେଦନକାରୀଙ୍କ ପାଇଁ ୫୦୦ ଟଙ୍କା ଆବେଦନ ଶୁଳ୍କ ନିର୍ଦ୍ଧାରଣ କରାଯାଇଛି।

କେମିତି କରିବେ ଆବେଦନ:

ପ୍ରଥମେ ଆଇଟିସିର େଓ୍ଵବସାଇଟ୍‌ www.ietmumbai.edu.in ଯାଆନ୍ତୁ। ତା’ ପରେ ଏଥିରେ ଦରକାରୀ ଡକ୍ୟୁମେଣ୍ଟ ସହିତ ୨୮ ଫେବୃଆରୀ, ୨୦୨୨ ପୂର୍ବରୁ ସବମିଟ୍‌ କରିଦିଅନ୍ତୁ।

ଅଧିକ ଜାଣିବା ପାଇଁ [email protected] ଆବେଦନକାରୀ କ୍ଲିକ କରିପାରିବେ।

ନଚେତ୍‌ ଆବେଦନକାରୀ ଏମାନଙ୍କ ସହିତ ଫୋନ୍‌ ଯୋଗେ କଥାବାର୍ତ୍ତା ହୋଇପାରିବେ।

  1. Sonal P. Dhatrak, MIS Executive – M: 8591300442
  2. Nagesh AsItawar, System Executive – M: 9623822528

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ:

https://www.ictmumbai.edu.in/DisplayPage.aspx?page=caakg

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.