ଅନ୍‌ଲାଇନ୍‌ ସପିଂ ପାଇଁ ରିଲାଏନ୍ସ ଆରମ୍ଭ କଲା ‘ଜିଓ ମାର୍ଟ’, ଆମାଜନ-ଫ୍ଲିପ୍‌କାର୍ଟକୁ ମିଳିବ କଡ଼ା ଟକ୍କର

ଭାରତରେ ଏବେ ଅନ୍‌ଲାଇନ୍‌ ସପିଂର ମାତ୍ରା ବଢ଼ି ବଢ଼ି ଚାଲିଛି। ଲୋକେ ବଜାରକୁ ଯାଇ ଜିନିଷ କିଣିବା ଅପେକ୍ଷା ଘରେ ବସି ଅନ୍‌ଲାଇନ୍‌ରେ ନିଜ ବଜେଟ୍‌ ଅନୁସାରେ ଜିନିଷ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। ଆମାଜନ୍‌, ଫ୍ଲିପ୍‌କାର୍ଟ ଭଳି ଆପ୍‌ ମାଧ୍ୟମରେ ଲୋକେ ଶସ୍ତାରେ ଜିନିଷ କିଣାକିଣି କରିପାରୁଛନ୍ତି। ତେବେ ଅନ୍‌ଲାଇନ୍‌ ସପିଂକୁ ଦୃଷ୍ଟିରେ ରଖି ରିଲାଏନ୍ସ ମଧ୍ୟ ଏବେ ଅନ୍‌ଲାଇନ୍‌ ସପିଂ ଆପ୍‌ ଲଞ୍ଚ୍‌ କରିବାକୁ ଯାଉଛି।

ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ରିଲାଏନ୍ସ ରିଟେଲ ଲିମିଟେଡ୍‌ ‘ଜିଓ ମାର୍ଟ’ର ଶୁଭାରମ୍ଭ କରିଛି। ଜିଓ ମାର୍ଟରେ ରେଜିଷ୍ଟ୍ରେସନ୍‌ କରିବାକୁ କମ୍ପାନୀ ତରଫରୁ ଜିଓ ଟେଲିକମ୍‌ ବ୍ୟବହାରକାରୀଙ୍କ ନିକଟକୁ ଆମନ୍ତ୍ରଣ ପଠାଇବା ମଧ୍ୟ ଆରମ୍ଭ ହୋଇଗଲାଣି। ଜିଓ ମାର୍ଟକୁ କମ୍ପାନୀ ଦେଶର ନୂଆ ଦୋକାନ ବୋଲି କହିଛି। ଏହାର ଆରମ୍ଭ ମୁମ୍ବାଇର ନୂଆ ମୁମ୍ବାଇ, ଥାଣେ ଓ କଲ୍ୟାଣରୁ ହେବ।

କମ୍ପାନୀର କର୍ମଚାରୀଙ୍କ ସୂଚନାନୁଯାୟୀ, ଖୁବ୍‌ଶୀଘ୍ର ଜିଓ ମାର୍ଟ ଆପ୍‌ ଲଞ୍ଚ୍‌ ହେବ। ପୂର୍ବରୁ ଅଗଷ୍ଟ ୧୨ ତାରିଖରେ ଏଜିଏମ୍‌ରେ ମୁକେଶ ଅମ୍ବାନୀ କହିଥିଲେ ଯେ ରିଲାଏନ୍ସ ଖୁବ୍‌ଖୀଘ୍ର ତେଜରାତି ବଜାରକୁ ବଦଳାଇବାକୁ ଯାଉଛି। ଦେଶରେ ଦୁନିଆର ସବୁଠାରୁ ବଡ଼ ଅନ୍‌ଲାଇନ୍‌ ଟୁ ଅଫ୍‌ ଲାଇନ୍‌ ଇ-କମର୍ସ ବଜାର ଆରମ୍ଭ କରିବାକୁ ରିଲାଏନ୍ସର ଯୋଜନା ରହିଛି। ଏହାକୁ ଗ୍ରାହକଙ୍କ ପର୍ଯ୍ୟନ୍ତ ଅର୍ଡର ପହଞ୍ଚାଇବା ପାଇଁ ମଧ୍ୟ ବ୍ୟବହାର କରାଯିବ ବୋଲି ସେ କହିଥିଲେ।

WCW 11

Recent Posts

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

11 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

17 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

21 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

23 mins ago

Airtel ୟୁଜର୍ସଙ୍କ ପାଇଁ ଖୁସି ଖବର, ୮୪ ଦିନ ଭାଲିଡିଟି ସହ ପ୍ରତିଦିନ ମିଳିବ ୩GB ଡାଟା

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉନ୍ନତ କନେକ୍ଟିଭିଟି ପାଇଁ ବେସ ଜଣାଶୁଣା । ଦେଶର ଦୂରବର୍ତ୍ତୀ…

1 hour ago

ଇରଫାନ ପଠାନଙ୍କ ମେକଅପ୍‌ ଆର୍ଟିଷ୍ଟଙ୍କ ମୃତ୍ୟୁ, ସୁଇମିଂ ପୁଲରେ ଗାଧେଇବା ବେଳେ ଚାଲିଗଲା ଜୀବନ

ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟେଣ୍ଟର ଇରଫାନ ପଠାନଙ୍କ ମେକଅପ ଆର୍ଟିଷ୍ଟଙ୍କ ମୃତ୍ୟୁ । ସୁଇମିଂ ପୁଲରେ ବୁଡ଼ି ଯିବାରୁ…

1 hour ago