Royal Enfield BS6 ବାଇକ୍‌ ଭାରତରେ ଲଞ୍ଚ, ୩ଟି ନୂଆ ରଙ୍ଗରେ ଆସିବ ନଜର

Royal Enfield ଫ୍ୟାନଙ୍କ ପାଇଁ ଖୁସି ଖବର। Royal Enfield ଭାରତୀୟ ମାର୍କେଟରେ BS6 ଇଞ୍ଜିନଯୁକ୍ତ ଗାଡି classic 350 ମଡେଲକୁ ଲଞ୍ଚ କରିଛି। ଏହା ସିଙ୍ଗଲ ଚ୍ୟାନେଲଯୁକ୍ତ ABS ମଡେଲ। କମ୍ପାନୀର ଏହାର ପ୍ରାରମ୍ଭିକ ମୂଲ୍ୟ ୧.୫୭ ରଖିଛି। ଏହି ମଡେଲ ଲଞ୍ଚ ହେବା ପରେ ଏବେ ଏହା କମ୍ପାନୀର ଭାରତରେ ସବୁଠାରୁ ଶସ୍ତା BS6 ବାଇକ। BS 4 ଇଞ୍ଜିନଯୁକ୍ତ ମଡେଲର ବାଇକ ତୁଳନାରେ ଏହା ୧୧ହଜାର ଟଙ୍କା ଅଧିକ। ଏହି ବାଇକର ଡେଲିଭରୀ ଖୁବଶୀଘ୍ର ହେବ।

bike

ଏହି ନୂଆ BS 6 ମଡେଲ ବାଇକ୍‌ର ଇଞ୍ଜିନ ୩୪୬ ସିସି, ସିଙ୍ଗଲ ସିଲିଣ୍ଡର, ଏୟାରକୁଲ୍ଡ ଇଞ୍ଜନ ରହିଛି। ଏଥିରେ ଫୁଏଲ ଇଞ୍ଜେକସନ୍‌ ଟେକନିକ୍‌ର ବ୍ୟବହାର କରାଯାଇଛି। ଏହାର ଇଞ୍ଜନ ୫୨୫୦ ଆରପିଏମ୍‌ରେ ୧୯.୩ ପିଏସ୍‌ ମ୍ୟାକ୍‌ସମମ ପାଓ୍ଵାର ଏବଂ ୪୦୦୦ ଆରପିଏମ୍‌ରେ ୨୮nm ଟର୍କ ଜେନେରେଟ୍‌ କରିବ। ଏହାର ଇଞ୍ଜନ ୫ ସ୍ପିଡ ଗିୟରବକ୍ସ ଠାରୁ କମ୍‌ ରହିଛି।

ସିଙ୍ଗଲABS ଫିଚର ଥିବା ଏହି ବାଇକ ଭାରତୀୟ ବଜାରରେ ଅନେକ ରଙ୍ଗରେ ଉପଲବ୍ଧ ହେବ। ଏଶ୍‌ ରେଡଡିଚ ରେଡ ଏବଂ ନେଷ୍ଟନଟ ରେଡରେ ଉପଲବ୍ଧ ହେବ। ଏହାଛଡା ବ୍ଲାକ ଏବଂ ମରକ୍ୟୁରି ସିଲଭର କଲର ଭାରିଏଣ୍ଟରେ ଏହା ପୂର୍ବରୁ ବିକ୍ରି ହେଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.