RRB Group D Result 2019 : ଏହି ଲିଙ୍କ ଦ୍ବାରା ଚେକ୍ କରନ୍ତୁ ନିଜର ମାର୍କ

ନୂଆଦିଲ୍ଲୀ : ରେଲୱେ ଗ୍ରୁପ୍ ଡି ପରୀକ୍ଷାର ରେଜଲ୍ଟ ଗତକାଲି ସନ୍ଧ୍ୟା ୪ଟାରେ ବାହାରିଛି। ଗ୍ରୁପ୍ ଡିର ରେଜଲ୍ଟ ଜାରି ହେବାପରେ ଆରଆରବିର ଅନେକ ୱେବସାଇଟ ବହୁତ ଖରାପ ଭାବେ କ୍ରାସ ହୋଇଯାଇଥିଲା। ଯାହା ଫଳରେ ପରୀକ୍ଷାର୍ଥୀ ମାନେ ତାଙ୍କର ପିଇଟିର ଷ୍ଟାଟସ ଜାଣିପାରି ନଥିଲେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଆବେଦନକାରୀ ମାନେ ଗ୍ରୁପ୍ ଡିର ରେଜଲ୍ଟ ଆସନ୍ତା ୧୫ ତାରିଖ ପର‌୍ୟ୍ୟନ୍ତ ୱେବସାଇଟ ମାନଙ୍କରେ ଚେକ୍ କରିପାରିବେ। ଏହି ପରୀକ୍ଷାରେ ପାସ କରିଥିବା ଆବେଦନକାରୀଙ୍କୁ ଏହାପରେ ଶାରୀରିକ ଦକ୍ଷତା ପରୀକ୍ଷାରେ ସାମିଲ ହେବାକୁ ପଡିବ। ତେବେ ପରୀକ୍ଷାର ଫଳ ଜାଣିବା ପାଇଁ ଆବେଦନକାରୀଙ୍କୁ ୱେବସାଇଟରେ ଲଗଇନ୍ କରିବାକୁ ପଡିବ। ଏଥିପାଇଁ ପରୀକ୍ଷାର୍ଥୀଙ୍କୁ ରେଜିଷ୍ଟେସନ୍ ନମ୍ବର ଏବଂ ଜନ୍ମତୀଥି ଆବଶ୍ୟକତା ରହିଛି।

ଏହି ସମସ୍ତ ଡାଇରେକ୍ଟ ଲିଙ୍କରୁ ଚେକ୍ କରନ୍ତୁ ଗ୍ରୁପ୍ ରେଜଲ୍ଟ

RRB Ahmedabad Group D result  RRB Group D marks login
RRB Ajmer Group D result  RRB Group D marks login
RRB Allahbad Group D result  RRB Group D marks login
RRB Bangalore Group D result  RRB Group D marks login
RRB Bhopal Group D result  RRB Group D marks login
RRB Bhubaneshwar Group D result  RRB Group D marks login
RRB Bilaspur Group D result  RRB Group D marks login
RRB Chennai Group D result  RRB Group D marks login
RRB Chandigarh Group D result  RRB Group D marks login
RRB Gorakhpur Group D result  RRB Group D marks login
RRB Guwahati Group D result  RRB Group D marks login
RRB Kolkata Group D result  RRB Group D marks login
RRB Mumbai Group D result  RRB Group D marks login
RRB Patna Group D result  RRB Group D marks login
RRB Ranchi Group D result  RRB Group D marks login
RRB Secunderabad Group D result  RRB Group D marks login