ରେଲୱେର ୧.୩୦ ଲକ୍ଷ ପଦବୀରେ ବାହାରିଛି ସୁବର୍ଣ୍ଣ ସୁଯୋଗ, ଅଧିକ ବିବରଣୀ ଜାଣିବା ପାଇଁ ପଢ଼ନ୍ତୁ ଏହି ରିପୋର୍ଟ

ରେଲୱେ ଭର୍ତ୍ତି ବୋର୍ଡ (ଆରଆରବି) ୧.୩୦ ଲକ୍ଷ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞାପନ ଜାରୀ କରିଛନ୍ତି। ପଦ ସମ୍ବଦ୍ଧୀୟ ସମସ୍ତ ସୂଚନା ଆରଆରବି ର ଅଫିସିଆଲ ସାଇଟରେ ଜଲଦି ଜାରୀ କରାଯିବ। ଆରଆରବି ବିଜ୍ଞାପନ ଅନୁସାରେ ମୋଟ ୧.୩୦ ଲକ୍ଷ ପଦ ପୂରା ପ୍ରକ୍ରୀୟା ଦ୍ବାରା ଭର୍ତ୍ତି କରାଯିବ, ଯେଉଁଥିରେ ଏନଟିପିସି, ପାରା ମେଡିକାଲ ଷ୍ଟାଫ୍, ମନ୍ତ୍ରିସ୍ତରୀୟ ଏବଂ ପ୍ରୁଥକ ଶ୍ରେଣୀଙ୍କ ପାଇଁ ୩୦,୦୦୦ ପଦବୀ ରହିଛି। ଲେବଲ-୧ ପଦ ପାଇଁ ପ୍ରାୟ ୧,୦୦,୦୦୦ ଆଶାୟୀ ପ୍ରାର୍ଥିଙ୍କୁ ଭର୍ତ୍ତି କରାଯିବ।

ଭର୍ତ୍ତି ପ୍ରକ୍ରୀୟାରେ ଆବେଦନ କରିବା ପାଇଁ ଆଶାୟୀ ପ୍ରାର୍ଥି ଅଫିସିଆଲ ସୂଚନା ପାଇଁ ଅଫିସିଆଲ ୱେବସାଇଟରେ ଯାଇ ତାରିଖ, ପାତ୍ରତା ମାନଦଣ୍ଡ, ଆବେଦନ ଶୁଳ୍କ, ଚୟନ ପ୍ରକ୍ରୀୟା ଆଦି ସହିତ ସମସ୍ତ ଗୁରୁତ୍ବପୂର୍ଣ୍ଣ ସୂଚନା ଜାଣିପାରିବେ।

ପରୀକ୍ଷା ପଦ

ଏନଟିପିସି ୩୦,୦୦୦

ପାରା-ମେଡିକାଲ ଷ୍ଟାଫ୍

ମନ୍ତ୍ରୀ ଏବଂ ପ୍ରୁଥକ ବର୍ଗ

ଲେବଲ-୧ –  ୧,୦୦,୦୦୦

railwaysଗୁରୁତ୍ବପୂର୍ଣ୍ଣ ତିଥି

ଏନଟିପିସି ପାଇଁ ଅନଲାଇନ ପଞ୍ଜୀକରଣ ପ୍ରକ୍ରୀୟା ୨୮ ଫେବ୍ରୁୟାରୀ.୨୦୧୯ ରୁ ଆୟୋଜନ କରାଯିବ।
ପାରା-ମେଡିକାଲ,ମିନିସ୍ଟ୍ରେୟାଲ ଏବଂ ଆଇସୋଲେଟେଡ୍ ଷ୍ଟାଫ୍ ପାଇଁ ଅନଲାଇନ ପଞ୍ଜୀକରଣ ପ୍ରକ୍ରୀୟା ୦୮ ମାର୍ଚ୍ଚ,୨୦୧୯ ରେ ଆୟୋଜନ କରାଯିବ।

ଲେବଲ-୧ ଷ୍ଟାଫ୍ ପାଇଁ ଅନଲାଇନ ପଞ୍ଜୀକରଣ ପ୍ରକ୍ରୀୟା ୦୮ ମାର୍ଚ୍ଚ,୨୦୧୯ରୁ ଆୟୋଜନ କରାଯିବ।
କେମିତି କରିବେ ଆବେଦନ

ଆଶାୟୀ ପ୍ରାର୍ଥି ଅଧିକ ସୂଚନା ଡାଉନଲୋଡ କରିବା ପାଇଁ ଅଫିସିଆଲ ୱେବସାଇଟରେ ଯାଇପାରିବେ। ପ୍ରାର୍ଥିଙ୍କୁ ଏହା ସୂଚନା ଦିଆଯାଉଛି ଯେ ଅଧିକ ଅପଡେଟ ପାଇଁ ନିୟମିତ ଭାବରେ ଆରଆରବି ଅଫିସିଆଲ ୱେବସାଇଟରେ ଯାଞ୍ଚ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.