• Likes
  • Followers
  • Followers
  • Subscribers
  • Subscribe
  • Saturday, September 5, 2026

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ବ୍ୟବସାୟ ଓ ଅର୍ଥନୀତି
  • SBI ବ୍ୟାଙ୍କ ବଦଳାଇଲା ନିୟମ, ଏବେ ଖାତା ରୁ କଟିଯିବ ଆପେ ଆପେ ଟଙ୍କା, ଜାଣନ୍ତୁ କାରଣ

SBI ବ୍ୟାଙ୍କ ବଦଳାଇଲା ନିୟମ, ଏବେ ଖାତା ରୁ କଟିଯିବ ଆପେ ଆପେ ଟଙ୍କା, ଜାଣନ୍ତୁ କାରଣ

By D Sonali On Jan 25, 2023
sbi atm

ଏସବିଆଇର ଅନେକ ଗ୍ରାହକଙ୍କୁ ଲାଗିଲା ଝଟକା। ବ୍ୟାଙ୍କ ବଦଳାଇ ଦେଲା ଅନେକ ନିୟମ । ଏବେ ଖାତା ରୁ କଟିଯିବ ଆପେ ଆପେ ଟଙ୍କା। କଣ ରହିଛି ସମସ୍ୟା ଜାଣନ୍ତୁ ଆମର ଏହି ଖବରରୁ..

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଆସିଲା ବହୁତ ବଡ଼ ସୂଚନା। ଏସବିଆଇ ରେ ଥିବା ପ୍ରତ୍ୟେକ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯଦି ଆପଣ ବି ଏହି ସରକାରୀ ବ୍ୟାଙ୍କରେ ନିଜ ଖାତା ଖୋଲିଥାନ୍ତି ଆଉ ଆକାଉଣ୍ଟରୁ ଆପେ ଆପେ ଟଙ୍କା କଟୁଛି ତେବେ ହୋଇଯାନ୍ତୁ ସତର୍କ। ଏହାକୁ ନେଇ ବ୍ୟାଙ୍କ ତରଫରୁ ଆସଛି ବହୁତ ବଡ଼ ଅପେଡଟ। ଜାଣିବା ପାଇଁ ଦେଖନ୍ତୁ ଏହି ପୁରା ଭିଡ଼ିଓ..

ଆକାଉଣ୍ଟରୁ କଟିଛି ୧୪୭.୫୦ ଟଙ୍କା :
ଏବେ ଅନେକ ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଟଙ୍କା କଟିଯାଉଛି । ଏମିତିରେ ୧୪୭.୫୦ ଟଙ୍କା କଟିବାର ମେସେଜ୍ ମଧ୍ୟ ଆସୁଛି । ଏଭଳି ପରିସ୍ଥିତିରେ ଅନେକ ଗ୍ରାହକ ଏହି ମେସେଜ୍ ଦେଖିବା ପରେ ବ୍ୟାଙ୍କରେ ପହଞ୍ଚିଛନ୍ତି ।

ବ୍ୟାଙ୍କ ପ୍ରତିବର୍ଷ ଏହି ଟଙ୍କା କାଟିଥାଏ :
ବ୍ୟାଙ୍କ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦେଇ କୁହାଯାଇଛି ଯେ ଏସବିଆଇ ଦ୍ୱାରା ଗ୍ରାହକଙ୍କ ଆକାଉଣ୍ଟରୁ ଏହି ଟଙ୍କା ଡେବିଟ୍ କରାଯାଉଛି । ବ୍ୟାଙ୍କ ଏହି ଟଙ୍କା ମେଣ୍ଟେନାନ୍ସ ଚାର୍ଜ ଭାବରେ ନେଇଥାଏ । ବର୍ଷକୁ ଥରେ ଏହି ଟଙ୍କା ନେଇଥାଏ ବ୍ୟାଙ୍କ । ବ୍ୟାଙ୍କ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ମଧ୍ୟ ଦେଇଛି ।

ବ୍ୟାଙ୍କ ପକ୍ଷରୁ ଏହି ଟଙ୍କା ବାର୍ଷିକ ଚାର୍ଜ ଭାବରେ କଟାଯାଇଥାଏ । ଏଥି ସହିତ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ଡେବିଟ୍ କାର୍ଡ ପାଇଁ ଗ୍ରାହକଙ୍କ ଠାରୁ ବାର୍ଷିକ ୧୨୫ ଟଙ୍କା ନିଆଯାଇଥାଏ । ୧୮ ପ୍ରତିଶତ ହାରରେ ଜିଏସ୍ଟି ଏଥିରେ ଆଡ୍‌ କରାଯାଇଛି, ଯାହା ପରେ ମୋଟ ୧୪୭.୫୦ ଟଙ୍କା ହେଉଛି ।

କାର୍ଡ ବଦଳାଇବା ପରେ ମଧ୍ୟ ଟଙ୍କା ଦେବାକୁ ପଡିବ :-
ଏହା ବ୍ୟତୀତ ଯଦି କୌଣସି ଗ୍ରାହକ ତାଙ୍କର ଡେବିଟ୍ କାର୍ଡ ବଦଳାଇବାକୁ ଚାହାଁନ୍ତି, ତେବେ ଏଥିପାଇଁ ତାଙ୍କୁ ଜିଏସ୍ଟି ଚାର୍ଜ ସହିତ ବ୍ୟାଙ୍କକୁ ୩୦୦ ଟଙ୍କା ଦେବାକୁ ପଡିବ ।

new bank ruleSBI accountsbi bank
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
omchorizontal
Recent Posts
  • Teacher Achievement: ଗାଁ ସ୍କୁଲରୁ ଦିଲ୍ଲୀ ଦରବାର, ଓଡ଼ିଶାର…

    Sep 5, 2026 0
  • ୨୦୧୩ ଝିରମ୍ ଘାଟି ମାଓବାଦୀ ଆକ୍ରମଣ ମାମଲାରେ ଆସିଲା ରାୟ, ୧୦…

    Sep 5, 2026 0
  • Inspirational Teacher: ୬ ବର୍ଷରେ ଚାଲିଗଲା ଆଖିର ଆଲୁଅ, ହେଲେ…

    Sep 5, 2026 0
  • Jawan Welcome: ୨୫ ବର୍ଷ ଦେଶ ସେବା ପରେ ଫେରିଲେ ଗାଁ ପୁଅ,…

    Sep 5, 2026 0
  • Guru Diwas: ହାତୁଡ଼ି ହେଉ କି ମୋବାଇଲ, ଏଠି ଗଢ଼ାହେଉଛି…

    Sep 5, 2026 0
  • NandUtsav: ଜନ୍ମ ନେଲେ ନନ୍ଦଲାଲା, ଭଜନ-କୀର୍ତ୍ତନରେ ଝୁମିଲା…

    Sep 5, 2026 0
  • About KNews Odisha
  • Contact us
  • Privacy Policy
  • Terms Of Service
  • Disclaimer
© 2026 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ